Sun. Sep 27th, 2026

ଅସହଜ ଅନୁଭବ କରାଯାଇ କିପରି ମୁହଁ ଚୁପ୍‌ କରାଯାଏ ତାହା ମୋତେ ଜଣା ଅଛି: ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ସନ୍ନିଙ୍କ ମନ୍ତବ୍ୟ

493 Views

ସନ୍ନି ସୋସିଆଲ୍‌ ମିଡିଆରେ ଅନେକ ସମାଲୋଚକଙ୍କ ପ୍ରଶ୍ନକୁ ସାମ୍ନା କରିଥାନ୍ତି। ଏ ନେଇ ସେ କହନ୍ତି କି ‘ଘୃଣା କରୁଥିବା ବ୍ୟକ୍ତି ସଦା ସୁଯୋଗ ଖୋଜିବେ। ତଥାପି ବି ଯେଉଁ ଗଣମାଧ୍ୟମ ପ୍ରତିନିଧି ମୋତେ ଅସହଜ ଅନୁଭବ କରାଇବାକୁ ଚେଷ୍ଟା କରିବେ ମୁଁ ବି ବଦଳରେ ତାଙ୍କୁ ସମାନ ଅସହଜ ଅନୁଭବ କରାଇବାର କଳା ଶିଖିିଛି।’

By amfnews

Related Post