Fri. Jun 26th, 2026

ଅମାନବୀୟ ଘଟଣା, ନାବାଳକ ଦ୍ୱାରା ଚାରିମାସର ବାଛୁରୀ ଦୁଷ୍କର୍ମର ଶିକାର ହେବା ପରେ ହେଲା ମୃତ୍ୟୁ

599 Views

ବାଗପତ: ବାଗପତର ତିଲାଓ୍ଵାଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନାବାଳକ ଉପରେ ଚାରିମାସର ବାଛୁରୀ ସହିତ ଦୁଷ୍କର୍ମ ଅଭିଯୋଗ ନେଇ ଗ୍ରାମବାସୀ ମାମଲା ରୁଜୁ କରିଛନ୍ତି। ବାଛୁରୀର ଗତ ଶନିବାର ମୃତ୍ୟୁ ହୋଇଯାଇଛି। ଏହି ଘଟଣା ବୁଧବାର ଦିନ ଘଟିଛି। ତେବେ ଏହି ଘଟଣା ଦୁଷ୍କର୍ମ କି ନୁହେଁ ତାହା ଆଗ୍ରାସ୍ଥିତ ଲ୍ୟାବ୍‌ରୁ ରିପୋର୍ଟ ଆସିବା ପରେ ହଁ ସ୍ପଷ୍ଟ ହୋଇପାରିବ। ବାଛୁରୀ ସହିତ ଦୁଷ୍କର୍ମ କରିଥିବା ବାଳକ ନାମ ଅରିଫ୍‌ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶନିବାର ବାଛୁରୀର ମୃତ୍ୟୁ ପରେ ଏହି ଘଟଣାକୁ ନେଇ ପୁଲିସ ଆଇପିସି ୩୭୭ ଧାରା ୪୨୯ ଧାରାରେ ମାମଲା ରୁଜୁ ହୋଇଛି। ଏହି ଘଟଣା ପରେ ଗ୍ରାମରେ ଉତ୍ତେଜନା ଦେଖା ଦେଇଛି। ହିନ୍ଦୁ ସଙ୍ଗଠନ ଅଭିଯୁକ୍ତ ବାଳକକୁ ଗିରଫ ଦାବି କରିଛନ୍ତି

By amfnews

Related Post