Mon. Mar 9th, 2026

February 2019

ନବମ ଶ୍ରେଣୀ ଛାତ୍ରୀ ଅନ୍ତସତ୍ତ୍ୱା, ଡାକ୍ତରୀ ମାଇନା ପାଇଁ ବାରିପଦା ପିଆରଏମ୍‌ ମେଡିକାଲ କଲେଜରେ ଭର୍ତ୍ତି

232 Viewsଉଦଳା: ଦାରିଙ୍ଗବାଡ଼ିର ଏକ ଆଶ୍ରମ ପରିସରରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ ଅନ୍ତସତ୍ତ୍ୱା ହୋଇ ସନ୍ତାନ ଜନ୍ମ ଦେବା ଖବର ପ୍ରଘଟ…

ଓଡିଶା ଆଦିବାସୀ ଛାତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ‘ହରିଦ୍ୱାର’ରେ ! ସେବାଶ୍ରମରେ କ୍ୟାମେରା ଫିଟିଂ ଟେଣ୍ଡରରେ ଫିକ୍ସିଂ !

337 Viewsଭୁବନେଶ୍ୱର : ଦାରିଂବାଡିର ଦୁଇଟି ଲଜ୍ଜିତ ଘଟଣା ଚାରିଆଡେ ଚହଳ ସୃଷ୍ଟି କରିବା ସହିତ ରାଜ୍ୟବସୀଙ୍କ ମୁଣ୍ଡ ତଳକୁ କରିଦେଇଥିଲା । ଜଣେ…

ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷାର ଦ୍ୱିତୀୟ ଦିନ: ଯାଞ୍ଚ କଡ଼ାକଡ଼ି ହେବାରୁ ପରୀକ୍ଷା ଦେଲେନି ୪୦ ହଜାରରୁ ଅଧିକ ପିଲା

489 Viewsଲକ୍ଷ୍ନୌ: ଶୁକ୍ରବାର ଦ୍ୱିତୀୟ ଦିବସରେ ପହଞ୍ଚିଥିବା ଚଳିତ ଉତ୍ତର ପ୍ରଦେଶ ବୋର୍ଡ ପରୀକ୍ଷାକୁ ପ୍ରାୟ ୪୦, ୩୯୨ ଜଣ ପିଲା ଏଡ଼ାଇ ଦେଇ…

ମାଲକାନଗିରି: ପିିଆଜ ବୋଝେଇ ଟ୍ରକ୍‌ରେ ଗଞ୍ଜେଇ ଚୋରା ଚାଲାଣ, ୮ କ୍ୟୁଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ

452 Viewsମାଲକାନଗିରି: ଆନ୍ଧ୍ରପ୍ରଦେଶର ରାଜମହେନ୍ଦ୍ରୀରୁ ଛତିଶଗଡ଼ର ରାୟପୁରୁ କୁ ଭାୟା ଓଡ଼ିଶାର ମାଲକାନଗିରି ଚିତ୍ରକୋଣ୍ଡା ଦେଇ ଚାଲାଣ ହେଉଥିବା ପିଆଜ ବୋଝେଇ ଟ୍ରକରୁ ପୁଲିସ…

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ସମ୍ଭାବନା!

525 Viewsଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ଖୋର୍ଦ୍ଧା, ବଲାଙ୍ଗିର, ସୋନପୁର ଜିଲ୍ଲା ସମେତ ଦକ୍ଷିଣ ଓ…

ମୌଳିକ ସୁୁବିଧାରୁ ବଞ୍ଚିତ ଲାଞ୍ଜିଗଡ଼ ବ୍ଲକର ୨୫ଟି ଆଦିବାସୀ ଗାଁ

543 Viewsଲାଞ୍ଜିଗଡ :ଲାଞ୍ଜିଗଡ ବ୍ଲକ ଭୂର୍ଟିଗଡ ପଞ୍ଚାୟତ ଅଧୀନସ୍ଥ ମହିନାଲ ଓ ତେତେଲପଡା ଗ୍ରାମ ବାସୀଙ୍କ ପାଇଁ ମୌଲିକ ସୁବିଧା ଅପହଞ୍ଚ ହୋଇ ରହିଛି।…

ମହିଳା ଫୁଟ୍‌ବଲ୍‌ରେ ନୂଆ ଅଧ୍ୟାୟ, କଳିଙ୍ଗ ଷ୍ଟାଡିୟମ୍‌ରେ ଶନିବାରରୁ ଗୋଲ୍ଡ କପ୍

406 Viewsଭୁବନେଶ୍ବର: ଓଡ଼ିଶା ମହିଳା ଫୁଟବଲ୍‌ରେ ନୂଆ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ପ୍ରଥମ ଥର ପାଇଁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ ଗୋଲ୍ଡ…

ପ୍ରେମିକାର ବିବାହ ହେବା ପରେ ଦେଖା କରିବା ପାଇଁ ପହଞ୍ଚିଥିଲା ପ୍ରେମିକ, ଦୁଇ ଜଣଙ୍କୁ ହାଣିଲେ ପରିବାର ଲୋକେ

370 Viewsଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଜଣେ ବିବାହିତ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମହିଳାଙ୍କ ଶାଶୁଘର ଲୋକେ…