Tue. Dec 24th, 2024

ବ୍ୟାଙ୍କ ଖାତା ଖୋଲିବାକୁ ଯାଇଥିବା ଯୁବତୀଙ୍କୁ ଦୁଷ୍କର୍ମ : ଗୁରୁତର ଅବସ୍ଥା, ଡାକ୍ତରଖାନାରେ ଭର୍ତ୍ତି

201 Viewsବୀରମହାରାଜପୁର : ବ୍ୟାଙ୍କରେ ଖାତା ଖୋଲିବାକୁ ଆସିଥିବା ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏହାପରେ ୩ ଘଣ୍ଟା କାଳ ରାସ୍ତାକଡ଼ରେ ଚେତାଶୂନ୍ୟ…

ନବୀନ ପଟ୍ଟନାୟକ, ରିମୋଟ କଣ୍ଟ୍ରୋଲ ଓ ବିଜେପି –କଂଗ୍ରେସର ନବୀନ (ଅ)ପ୍ରେମ

218 Views କେଦାର ମିଶ୍ର କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଭୁବନେଶ୍ବରରେ କହିଲେ, “ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରିମୋଟ କଣ୍ଟ୍ରୋଲ…

ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା : ଏକ୍ସଟରନାଲ ଚୟନରେ ନିୟମ କୋହଳ

227 Viewsଭୁବନେଶ୍ବର , ଜାନୁଆରୀ ୩୧ : ଯୁକ୍ତ ୨ ପ୍ରାକ୍ଟିକାଲ ପରୀକ୍ଷାରେ ସୃଷ୍ଟି ହୋଇଥିବା ବିଭ୍ରାଟର ସମାଧାନ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା…

ଆଜି ନକ୍ସଲଙ୍କ ସଂପୂର୍ଣ୍ଣ ଭାରତ ବନ୍ଦ : ବସ୍‌ ଚଳାଚଳ ବନ୍ଦ, ସୀମା ସିଲ୍‌

157 Viewsମାଲକାନଗିରି , ଜାନୁଆରୀ ୩୧ : ଆସନ୍ତାକାଲି ସଂପୂର୍ଣ୍ଣ ଭାରତ ବନ୍ଦ ପାଇଁ ଡାକରା ଦେଇଛନ୍ତି ନକ୍ସଲ। କେନ୍ଦ୍ର ସରକାରଙ୍କ ସମାଧାନ ଯୋଜନାକୁ…

୧୦୦ କଲେଜରେ ଖୋଲିବ ସ୍ପୋକନ୍‌ ଟ୍ୟୁଟୋରିଆଲ୍‌

129 Viewsଭୁବନେଶ୍ବର, ଜାନୁଆରୀ ୩୧ : ୨୦୧୯-୨୦ ଶିକ୍ଷାବର୍ଷରୁ ରାଜ୍ୟର ଶହେ ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ସ୍ପୋକନ୍‌ ଟ୍ୟୁ‌େଟାରିଆଲ୍‌ କାର୍ଯ୍ୟକ୍ରମ ଆରମ୍ଭ ହେବ।…

ପୂର୍ବତଟ ରେଳପଥରୁ ହଟିଲା ପୁରୁଣା ସାଙ୍କେତିକ ବ୍ୟବସ୍ଥା

147 Viewsଭୁବନେଶ୍ବର , ଜାନୁଆରୀ ୩୧ : ପୂର୍ବତଟ ରେଳପଥରେ ଏକ ଗୁରୁତ୍ୱପୂର୍ଣ ନବୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ରେଳପଥର ଶେଷ ଯାନ୍ତ୍ରିକ(ହାତ ଭଳି…

ପ୍ରଦର୍ଶନୀରେ ଅଗ୍ନିକାଣ୍ଡ; ୭ ବ୍ୟକ୍ତି ଡାକ୍ତରଖାନାରେ

144 Viewsହାଇଦ୍ରାବାଦ: ବୁଧବାର ସନ୍ଧ୍ୟାରେ ହାଇଦ୍ରାବାଦର ନାମପାଲ୍ଲିରେ ଚାଲିଥିବା ନୁମାଇଶ ପ୍ରଦର୍ଶନୀରେ ଭୟବହ ଅଗ୍ନିକାଣ୍ଡ ଘଟିବାରୁ ପଡ଼ିଆରେ କୋକୁଆ ଭୟ ଖେଳି ଯାଇଥିଲା। ଶ୍ୱାସରୁଦ୍ଧ…

ଯୁକ୍ତରାଷ୍ଟ୍ର ଆମେରିକାର ମିଡ୍‌େଓ୍ଵଷ୍ଟ୍‍ରେ ଆଣ୍ଟାର୍କଟିକା ଠାରୁ ଅଧିକ ଥଣ୍ଡା

158 Viewsଚିକାଗୋ, ଜାନୁଆରୀ ୩୧ : ପାଗ ଆଣ୍ଟାର୍କଟିକା ଠାରୁ ଆହୁରି ଥଣ୍ଡା ହୋଇ ଯିବାରୁ ବୁଧବାର ଦିନ ଆମେରିକୀୟ ମିଡ୍‌େଓ୍ଵଷ୍ଟ୍‍ରେ ଲୋକମାନଙ୍କର ସ୍ୱାଭାବିକ…