ଦୀର୍ଘ ୨୦ ବର୍ଷ ପରେ ସ୍ଥାନୀୟ ବାସଚ୍ୟୁତ ପରିବାରର ସଦସ୍ୟଙ୍କ ଜମିର କାଗଜପତ୍ର ଓ ଅନ୍ୟାନ୍ୟ ନଥିପତ୍ର ଯାଞ୍ଚ କରିବା, ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଝାଡିବା ସହିତ ସମାନ – ଆର୍ଏସ୍ଏସ୍
279 Viewsରାଉରକେଲା : ସମ୍ପ୍ରତି ଆର୍ଏସ୍ପିରେ ଚାକିରୀ କରିଥିବା ସ୍ଥାନୀୟ ବାସଚ୍ୟୁତ ପରିବାର (ଏଲ୍ଡିପି)ର ସଦସ୍ୟମାନଙ୍କୁ ଭେରିଫିକେସନ ନାମରେ ତାଙ୍କର ଜମି ପଟ୍ଟା ତଥା…
