Fri. Mar 6th, 2026

ବିଜୟ ନାୟକ ହେଲେ ରାଜ୍ୟ ଆଇନ୍ କମିଶନ ର ଅଧ୍ୟକ୍ଷ

419 Views

ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ଆଇନ୍ କମିଶନ ର ନୂତନ ଅଧ୍ୟକ୍ଷ ଭାବେ ଓଡ଼ିଶା ଉଚ୍ଚ ଅଦାଲତର ଅବସରପ୍ରାପ୍ତ ବିଚାରପତି ବିଜୟ ନାୟକଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ସେହିପରି ଆଇନ ବିଭାଗର ଅତିରିକ୍ତ ସଚିବ ଜୀବନ ବଲ୍ଲଭ ମିଶ୍ରଙ୍କୁ ରାଜ୍ୟ ଆଇନ୍ କମିଶନ ର ସଚିବ ଭାବେ ନିଯୁକ୍ତି ମିଳିଛି ।

By amfnews

Related Post