Fri. Mar 6th, 2026

ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସ୍ମୃତିରେ କାବ୍ୟାଞ୍ଜଳି…..

408 Views

ପୂବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ  ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବିଯୋଗର ଏକ ବର୍ଷ ପୂର୍ତ୍ତି ଅବସରରେ କୋରାପୁଟ ଜିଲ୍ଲା ଜୟପୁରର ଭାଜପା ତରଫରୁ ବାବା ସାହେବ କଲ୍ୟାଣ ମଣ୍ଡପଠାରେ ଅକ୍ଷୟ କୁମାର ସାହୁଙ୍କ ସଭାପତିତ୍ୱରେ ଏକ କାବ୍ୟାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସୁବାସ ମିଶ୍ର, ଉଦୟ ଚନ୍ଦ୍ର ମିଶ୍ର, ଶକ୍ତି ଷଡ଼ଙ୍ଗୀ, ଅମର ଆହୁଜା, ଦେବେନ୍ଦ୍ର ବାହିନୀପତି, ଅନୁପ ପାତ୍ର, ଶୁଭେନ୍ଦୁ ବ୍ରହ୍ମା, ଶେଖର ପଟ୍ଟନାୟକ, ବୈଦନାଥ ମିଶ୍ର, ସାଧୁ ଦାସ ଚେୀଧୁରୀ ଯୋଗ ଦେଇଥିଲେ। ସେହିପରି ସ୍ଥାନୀୟ ଅଞ୍ଚଳର ୫୦ ଜଣରୁ ଅଧିକ କବି ନିଜ କବିତା ପାଠ କରିଥିଲେ।

Related Post