207 Views
ଆଜି ଆଲୋଚନା କରିବା ଜଣେ ମଣିଷର ପରମ ମିତ୍ର ଓ ପରମ ଶତ୍ରୁ କିଏ। ଏହି ନିମ୍ନରେ ଦିଆଯାଇଥିବା ଏହି ଶ୍ଳୋକ ଜରିଆରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବୁଝାଇ ସେ ବିଷୟରେ କହିଛନ୍ତି।
ଶ୍ଳୋକଟି ହେଉଛି:-
‘ଉଦ୍ଧରେଦାତ୍ମାନାତମନ୍ନମ ନାତ୍ମାନ୍ନମସବସାଦୟେତ୍
ଆତ୍ମେଓ ହ୍ୟାତ୍ମନୋ ବନ୍ଧୁରାତ୍ମବ ରିପୁରାତ୍ମନଃ’
ଅର୍ଥାତ , ‘ନିଜକୁ ନିଜଠାରୁ ଉପରକୁ ଉଠାଓ। ନିଜକୁ କେବେ ଅପବିତ୍ର କରନାହିଁ। କେବଳ ଆପଣ ନିଜେ ହିଁ ନିଜର ମିତ୍ର ଓ ନିଜେ ହିଁ ନିଜର ଶତ୍ରୁ।’
ଉଦ୍ଧରେତ: ଉତ୍ଥାନ
ଆତ୍ମାନା: ସ୍ୱୟଂ
ଆତ୍ମାନାମ: ନିଜକୁ
ନା: କରନାହିଁ
ଆବାସାଦୟେତ: ବିନତୀ କରିବା
ବନ୍ଧୁ: ବନ୍ଧୁ
ରିପୁ: ଶତ୍ରୁ