Sun. Mar 8th, 2026

ବନ୍ଦ ହେବ ହୀରାକୁଦ ଡ୍ୟାମର ୧୦ଟି ଗେଟ୍

186 Views

ସମ୍ବଲପୁର : ହୀରାକୁଦର ଡ୍ୟାମର ଆଜି ୧୦ଟି ଗେଟ୍ ବନ୍ଦ ହେବ। ବର୍ତ୍ତମାନ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ୧୦ଟି ଗେଟ୍‌ ବନ୍ଦ କରାଯିବ। କେବଳ ୪ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେବ।

ମହାନଦୀର ଉପମୁଣ୍ଡରେ ବର୍ଷାର ପରିମାଣ କମିଥିବାରୁ ୧୦ଟି ଗେଟ୍ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି। ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ କରି ୧୦ଟି ଗେଟ୍ ବନ୍ଦ କରାଯିବ। ଉପମୁଣ୍ଡରେ ବର୍ଷା ଯୋଗୁ ଇବ୍ ନଦୀରେ ବନ୍ୟାପାଣି ଆସିବାରୁ ହୀରାକୁଦ ଡ୍ୟାମର ୧୪ଟି ଗେଟ୍ ଖୋଲାଯାଇଥିଲା।

By amfnews

Related Post