Wed. Mar 11th, 2026
327 Views

କେନ୍ଦ୍ରାପଡ଼ା  :  କେନ୍ଦ୍ରାପଡ଼ାରେ ଗୁଳିମାଡ଼। ଗୁଲନଗର ଦଣ୍ଡାମୁଣ୍ଡ ନିକଟରେ ଜଣେ ଯୁବ ବ୍ୟବସାୟୀଙ୍କୁ ଆଜି ସନ୍ଧ୍ୟାରେ ଗୁଳିମାଡ଼ ହୋଇଛି। ଗୁଳିମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ଗୁଳିମାଡ଼ରେ ଯୁବକ ଗୁରୁତର ଅଛନ୍ତି।

ତାଙ୍କୁ କଟକ SCB ସ୍ଥାନାନ୍ତର କରାଯାଇଛି। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛି। ଗୁଳିମାଡ଼ ପରେ ତିନିମୁହାଣି ଛକରେ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।

By amfnews

Related Post