Fri. Jan 17th, 2025

ଅରୁଣ ଜେଟ୍‌ଲୀଙ୍କ ବାସଭବନରେ ତାଙ୍କ ପରିବାର ଲୋକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

By amfnews Aug 27, 2019 #Featured
107 Views

ନୂଆଦିଲ୍ଲୀ  : ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍‌ଲୀଙ୍କର ଶନିବାର ଦେହାନ୍ତ ଘଟିବା ପରେ ତାଙ୍କ ପରିବାରବର୍ଗଙ୍କୁ ଶାନ୍ତ୍ୱନା ଦେବାକୁ ଜେଟଲୀଙ୍କ ବାସଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜେଟ୍‌ଲୀ ପରଲୋକ ବେଳେ ମୋଦୀ ଫ୍ରାନ୍ସରେ ଥିବା ହେତୁ ତାଙ୍କ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ହୋଇପାରି ନଥିଲେ। ଆଜି ସେ ୩ ଦିନିଆ ବିଦେଶ ଗସ୍ତରୁ ଫେରିବା ପରେ ତାଙ୍କ ପରିବାରବର୍ଗଙ୍କୁ ଭେଟି ଶାନ୍ତ୍ୱନା ଦେଇଛନ୍ତି।

 

Hindustan Times

@htTweets

Prime Minister @narendramodi meets the family of late former finance minister at his residence.

Jaitley died at the All India Institute of Medical Sciences (AIIMS) on August 24, where he had been under critical care since August 9.

View image on Twitter

Hindustan Times

@htTweets

Prime Minister @narendramodi arrives at the residence of late former finance minister to pay his last tributes

(Pics: ANI)

View image on TwitterView image on Twitter

Times of India

@timesofindia

Delhi: Union Home Minister Amit Shah arrives at the residence of late . Prime Minister Narendra Modi will also visit the residence of Arun Jaitley at 11 am to pay tributes to him and extend condolences to the bereaved family.

Picture Credit: ANI

View image on Twitter
See Times of India’s other Tweets

ଉଲ୍ଲେଖଯୋଗ୍ୟ, ବହୁ ଦିନ ହେବ ଅସୁସ୍ଥ ଥିବା ଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଦିଲ୍ଲୀର ଏମ୍‌ସରେ ଚିକିତ୍ସିତ ହେଉଥିଲେ। ଶେଷରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ବିଜେପିର ବହୁ ବରିଷ୍ଠ ନେତା ତାଙ୍କ ନିକଟରେ ଉପସ୍ଥିତ ହୋଇଥିଲେ ବି ଦେଶ ବାହାରେ ଥିବା କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ହୋଇପାରି ନଥିଲେ।

By amfnews

Related Post