ସଂସଦରେ ପୁନଃ ଉସ୍ଥାପିତ ହେଲା ତିନି ତଲାକ୍ ବିଲ୍; କେନ୍ଦ୍ର ଆଇନ୍ ମନ୍ତ୍ରୀ କହିଲେ ଆଗତ ବିଲ୍ କୌଣସି ଜାତି, ସଂପ୍ରଦାୟ, ଧର୍ମ ଓ ବିଶ୍ୱାସ ବିରୋଧରେ ଉଦ୍ଦିଷ୍ଟ ନୁହେଁ
295 Views ନୂଆଦିଲ୍ଲୀ: ସଂସଦର ଲୋକସଭାରେ ସଂଶୋଧିତ ତିନି ତଲାକ୍ ବିଲ୍ ଆଜି ଆଉଥରେ ପୁନଃ ଉପସ୍ଥାପିତ ହେବା ସହ ଏହା ଉପରେ ବିତର୍କ…
