Tue. Mar 17th, 2026

Crimes

ସେଣ୍ଟ୍ରାଲ୍ ଷ୍ଟୋର୍‌ରୁ ଆଲୁମିନିୟମ୍‌ ସ୍କ୍ରାପ୍‌ ଚୋରି ଅଭିଯୋଗ: ନିର୍ବାହୀ ଯନ୍ତ୍ରୀଙ୍କ ସମେତ ୪ ଗିରଫ

277 Viewsବାଲେଶ୍ୱର: ‌େନ‌େସ୍କା ୟୁଟିଲିଟିର ବାଲେଶ୍ବର ସେଣ୍ଟ୍ରାଲ ଷ୍ଟୋରରୁ ଆଲୁମିନିୟମ୍‌ ସ୍କ୍ରାପ୍‌ ଚୋରି ଅଭିଯୋଗରେ ପୁଲିସ ‌େନ‌େସ୍କାର ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ସହ ୪…

ପୁରୀ: ପୁଲିସ ଏନକାଉଣ୍ଟରରେ ହତ୍ୟା ଅଭିଯୁକ୍ତ ଗୁରୁତର

392 Viewsପୁରୀ: ଗତକାଲି ବିଳମ୍ବିତ ରାତିରେ ପିପିଲି- ଜଟଣୀ ରାସ୍ତାରେ ପୁଲିସ ଏନକାଉଣ୍ଟରରେ ଜଣେ ହତ୍ୟା ଅଭିଯୁକ୍ତ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ…

୨ ହଜାର ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିଥିବା ଠକ ଗିରଫ

367 Views ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ଜଣେ ଜାଲିଆ ଠକକୁ ଗିରଫ କରିଛି,ଯାହାର କାରାନାମା ଶୁଣିଲେ,ଆପଣ ତଟସ୍ଥ ହୋଇଯିବେ। ୫୭ ବର୍ଷୀୟ ଏହି ଠକ…

‘ଡିଜେ ଗୀତରେ ନାଚର ଫଟୋ ଉଠାଉଥିବାବେଳେ ଫଟୋଗ୍ରାଫରର ମୃତ୍ୟୁ

278 Views ନୂଆଦିଲ୍ଲୀ: ପଞ୍ଜାବର ଏକ ଗାଆଁରେ ଶୁକ୍ରବାର ବାହାଘର ହେବାର ଥିଲା। ଗୁରୁବାର ଦିନ ବାହାଘରର ଏକ ପ୍ରଥା ‘ଜାଗୋ’ର ଆୟୋଜନ କରାଯାଇଥିଲା।…

ସାମ୍ବାଦିକ ହତ୍ୟା ମାମଲାରେ ଗୁରୁମିତ ରାମରହିମ ଦୋଷୀସାବ୍ୟସ୍ତ ,୧୭ରେ ଦଣ୍ଡ ଘୋଷଣା

240 Views ନୂଆଦିଲ୍ଲୀ : ପଞ୍ଚକୁଲା (ହରିୟାଣା)ର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ବିବାଦୀୟ ଧର୍ମଗୁରୁ ଗୁରୁମିତ ରାମରହିମଙ୍କୁ ୨୦୦୨ ମସିହାରେ ହୋଇଥିବା ସମ୍ବାଦିକ…

ଭାରତରେ ଥିବା ଇଟାଲୀୟ ଅସ୍ତ୍ରଶସ୍ତ୍ର କମ୍ପାନିରୁ ୧୩୧ କୋଟି ଟଙ୍କା ଠକି ନେଲେ ଚୀନ୍‌ର ହ୍ୟାକର୍‌

571 Viewsମୁମ୍ବାଇ, ଜାନୁଆରୀ ୧୧ : ଭାରତରେ ଥିବା ଏକ ଇଟାଲୀୟ ଅସ୍ତ୍ରଶସ୍ତ୍ର କମ୍ପାନିରୁ ସାଇବର ଠକମାନେ ୧୩୧ କୋଟି ଟଙ୍କା ଠକି ନେବା…