Sun. Nov 17th, 2024

ଅଙ୍ଗନବାଡ଼ି ଶିଶୁଙ୍କୁ ମିଳିବ ଜୋତା, ମୋଜା ଓ ସ୍ୱେଟର

113 Viewsଭୁବନେଶ୍ୱର,ନଭେମ୍ବର 18 : ମାଳତୀଦେବୀ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ୩ରୁ ୬ବର୍ଷ ଶିଶୁମାନଙ୍କ ନିମନ୍ତେ ନୂଆ ଜୋତା, ମୋଜା ଏବଂ ସ୍ୱେଟର…

ବଲିଊଡ଼୍ ରେ ଧମାଲ ମଚାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି କ୍ୟାଟ୍ରିନାଙ୍କ ଡ଼ୁପ୍ଲିକେଟ୍ ଆଲିନା

184 Viewsଦିଲ୍ଲୀ,ନଭେମ୍ବର 18 : ଆପଣ ନିଶ୍ଚିତ ଭାବରେ ଅନେକ ଥର ପ୍ରସିଦ୍ଧ ସେଲିବ୍ରିଟିଙ୍କ ପରି ଅବିକଳ ଦେଖାଯାଉଥିବା ଲୋକକଙ୍କୁ ଦେଖିଥିବେ , ସେମାନେ…

ନଭେମ୍ବର ୨୮ରୁ ରାଜ୍ୟରେ ଆରମ୍ଭ ହେବ ଭୋଟର ଲିଷ୍ଟରେ ନାମ ଯୋଡା ପ୍ରକ୍ରିୟା

105 Viewsଭୁବନେଶ୍ୱର : ଆସନ୍ତା ନଭେମ୍ବର ୨୮ ତାରିଖରୁ ରାଜ୍ୟରେ ନୂଆ ଭୋଟର ତାଲିକାରେ ନାମ ଯୋଡା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।…

ଦିଲ୍ଲୀରେ ଅସମ୍ଭାଳ କରୋନା, ଦିଲ୍ଲୀ-ନୋଏଡା ସୀମାରେ ଚାଲିଛି ଯାଞ୍ଚ

169 Viewsନୂଆଦିଲ୍ଲୀ,ନଭେମ୍ବର 18 : ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଅସମ୍ଭାଳ ହେଉଛି । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୋଏଡା ପ୍ରଶାସନ…

ଚଳିତ ବର୍ଷ ବିଳମ୍ବରେ ହୋଇପାରେ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା – ସମୀର ରଂଜନ ଦାସ

96 Viewsଭୁବନେଶ୍ୱର, ନଭେମ୍ବର ୧୮ : ଚଳିତ ଶିକ୍ଷାବର୍ଷରେ ହେବ ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା । ବିଳମ୍ବିତ ହୋଇପାରେ କିନ୍ତୁ ପରୀକ୍ଷା…

ବ୍ରିକ୍ସ ସମ୍ମିଳନୀ: ଆଜି ପୁଣି ମୁହାମୁହିଁ ହେବେ ପ୍ରଧାନମନ୍ତ୍ରୀ ମୋଦୀ-ରାଷ୍ଟ୍ରପତି ଜିନପିଙ୍ଗ୍

206 Viewsନୂଆଦିଲ୍ଲୀ, ନଭେମ୍ବର ୧୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ବ୍ରିକ୍ସ (ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା) ଦେଶର…

ଆଜିଠୁ ଆରମ୍ଭ ହେଉଛି କ୍ୱାଡ ଦେଶ ସମୂହର ସାମୁଦ୍ରିକ ଅଭ୍ୟାସ ମାଲାବାର ଦ୍ୱିତୀୟ ପର୍ଯ୍ୟାୟ

137 Viewsନୂଆଦିଲ୍ଲୀ, ନଭେମ୍ବର ୧୭ : ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ନୌସେନା ମଧ୍ୟରେ ଚାରି ଦିନିଆ ସାମୁଦ୍ରିକ ଅଭ୍ୟାସ ମାଲାବାର ଦ୍ୱିତୀୟ…

ଦିଲ୍ଲୀରେ ବଡଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କଲା ଦିଲ୍ଲୀ ପୋଲିସ, ଦୁଇ ଆତଙ୍କବାଦୀ ଗିରଫ ଅସ୍ତ୍ରଶସ୍ତ୍ର ଜବତ

204 Viewsନୂଆଦିଲ୍ଲୀ, ନଭେମ୍ବର ୧୭ : ରାଜଧାନୀକୁ ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଏକ ବଡ଼ ଆତଙ୍କବାଦୀ ଷଡଯନ୍ତ୍ରକୁ ପଣ୍ଡ କରିଛି। ସୋମବାର ରାତିରେ…

ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଅଂଚଳରୁ ବାଘଛାଲ ଜବତ, ଜଣେ ଗିରଫ

141 Viewsଭୁବନେଶ୍ୱର, ନଭେମ୍ବର ୧୭ : ରାଜଧାନୀ ଭୁବନେଶ୍ୱରରେ ବାଘଛାଲ ବିକ୍ରି କରିବା ଉଦ୍ୟମ ବିଫଳ ହୋଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ ବିଶ୍ୱସ୍ତ ସୂତ୍ରରୁ…