Fri. Mar 6th, 2026

Personality

ରାମ ମନ୍ଦିର ଉପରେ ସହମତିରେ ହେଉ ନିଷ୍ପତ୍ତି, ନଚେତ୍ ଅନ୍ୟ ବିକଳ୍ପ ଖୋଲା ରହିଛି: ଯୋଗୀ ଆଦିତ୍ୟନାଥ

301 Views ଲକ୍ଷ୍ନୌ, ଅକ୍ଟେ।ବର୩୦:ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣିକୁ ଜାନୁଆରୀ ପର୍ଯ୍ୟନ୍ତ ଘୁଞ୍ଚାଇ ଦେବା ପରେ ଆରମ୍ଭ ହୋଇ ଯାଇଛି ରାଜନୈତିକ…

ରୋହିତଙ୍କ ଝଡ଼ରେ ଉଡ଼ିଲା ଇଣ୍ଡିଜ, ୨୨୪ ରନରେ ଭାରତ ବିଜୟୀ

393 Views ମୁମ୍ବାଇ, ଅକ୍ଟେ।ବର୨୯: ରୋହିତ ଶର୍ମା(୧୬୨) ଓ ମଧ୍ୟକ୍ରମ ବ୍ୟାଟସମ୍ୟାନ ଅମ୍ବତି ରାୟୁଡୁ(୧୦୦)ଙ୍କ ଶତକ ଏବଂ ବୋଲରଙ୍କ ଲକ୍ଷ୍ୟପୂର୍ଣ୍ଣ ବୋଲିଂ ଆଗରେ ଆତ୍ମ…

ନଭେମ୍ବର ୨ ସୁଦ୍ଧା ଓକିଲଙ୍କ ଆନ୍ଦୋଳନର ସମାଧାନ ନହେଲେ କଂଗ୍ରେସ ରାସ୍ତାକୁ ଓହ୍ଲାଇବ: ତାରା

285 Views ଭୁବନେଶ୍ୱର, ୨୯ ଅକ୍ଟୋବର : ହାଇକୋର୍ଟରେ ଆଇନଜୀବୀଙ୍କ ଆନ୍ଦୋଳନ ଗଣତନ୍ତ୍ରକୁ ନଷ୍ଟ କରିଛି। ଆସନ୍ତା ୨ ତାରିଖ ସୁଦ୍ଧା ଏହାର ସମାଧାନ…

ବିବାହ ପାଇଁ ଦ୍ୱାଦଶ ପରୀକ୍ଷା ଦେଇ ପାରି ନଥିଲେ, ୪୦ ପ୍ରତିଶତ ଦିବ୍ୟାଙ୍ଗ ହୋଇ ମଧ୍ୟ ସାଜିଲେ ହରିୟାଣାର ପ୍ରଥମ ମହିଳା ବସ୍‌ କଣ୍ଡକ୍ଟର

352 Views ରେଓ୍ଵାଡ଼ି: ୩୨ ବର୍ଷୀୟା ଶର୍ମିଲା ଏବେ ହରିୟାଣା ରୋଡ଼୍‍େଓ୍ଵଜ୍‌ର ପ୍ରଥମ ମହିଳା ବସ୍‌ କଣ୍ଡକ୍ଟର ଭାବେ ନିଯୁକ୍ତି ପାଇଥିବା ଜଣା ପଡ଼ିଛି…

ମନୋହର ପାରିକରଙ୍କ ପରଲୋକ ? କଂଗ୍ରେସର ଦାବିକୁ ନେଇ ବିବାଦ

332 Views ପାନାଜୀ : ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କୁ ନେଇ ଆଜି ଏକ ବଡ଼ ବିବାଦ…

ଇଣ୍ଡୋନେସିଆ: ଲାୟନ ବିମାନ ନିଖୋଜ, ସର୍ଚ୍ଚ ଅପରେସନ ଓ ଉଦ୍ଧାର ଅଭିଯାନ ଜାରି

469 Views ଜାକର୍ତ୍ତା, ଅକ୍ଟୋବର ୨୯: ଇଣ୍ଡୋନେସିଆର ବିମାନ ‘ଲାୟନ ଏୟାର ପାସେଞ୍ଜର’ ସୋମବାର ସକାଳୁ ନିଖୋଜ ହୋଇଯାଇଛି । ରାଜଧାନୀ ଜାକର୍ତ୍ତା ଠାରୁ…

ଲୁକ୍ ବଦଳାଇଲେ, ଦାଢି କାଟିଲେ, ମାତ୍ର ଆତଙ୍କବାଦୀଙ୍କୁ ଦେଇ ପାରିଲେ ନାହିଁ ଚକମା

469 Views ଶ୍ରୀନଗର, ଅକ୍ଟେ।ବର୨୮: ପୁଲଓ୍ଵାମାରେ ନିଜର ମା-ବାପାଙ୍କୁ ଭେଟିବାକୁ ଏବଂ ଆତଙ୍କୀକୁ ଚକମା ଦେବା ପାଇଁ ସବ ଇନ୍ସପେକ୍ଟର ଇମତିଆଜ ଅହମ୍ମଦ ମିର…