Sun. Mar 8th, 2026

February 2019

ବୋଫର୍ସ ମାମଲାରେ ସିବିଆଇ ସମନ ପାଇତିବା ଅଧିକାରୀଙ୍କ ରହସ୍ୟଜନକ ମୃତ୍ୟୁ

292 Viewsଜବଲପୁର: ସେନା ପକ୍ଷରୁ ଭାରତରେ ତିଆରି ହେଉଥିବା ବୋଫର୍ସ କମାଣରେ ଚୀନ ନିର୍ମିତ ଯନ୍ତ୍ରାଂଶ ଯୋଗାଣ ସଂକ୍ରାନ୍ତୀୟ ଏକ ଅଭିଯୋଗରେ ସିବିଆଇ ଠାରୁ…

ନୂଆପଡ଼ା: ଦାଦନ ଶ୍ରମିକଙ୍କୁ ନେଇ ଯାଉଥିବା ମିନିଟ୍ରକ ଓଲଟି ପଡ଼ିଲା, ଜଣେ ମୃତ, ୨୪ ଆହତ

250 Viewsନୂଆପଡ଼ା: ଗତକାଲି ରାତିରେ ଦାଦନ ଖଟିବାକୁ ଏକ ମିନିଟ୍ରକ୍‌ରେ ରାଜ୍ୟ ବାହାରକୁ ବାହାରକୁ ଯଯିବା ପାଇଁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ଯାଉଥିବା ବେଳେ…

ଚେନ୍ନାଇ ରେସ୍ତୋରାଁରେ ଖାଦ୍ୟ ପରିବେଷଣ କରି ଗ୍ରାହକଙ୍କ ସହ ତାମିଲ ଓ ଇଂଗ୍ରାଜୀରେ କଥାବାର୍ତ୍ତା କରୁଛି ରୋବୋଟ୍‌ େଓ୍ଵଟର୍‌

319 Viewsପୋରୁର: ପୋରୁର ଠାରେ ଥିବା ଚେନ୍ନାଇର ପ୍ରଥମ ‘ରୋବୋଟ୍‌ ରେସ୍ତୋରାଁ’ରେ ରୋବୋଟ୍‌ େଓ୍ଵଟର୍‌ ସବୁ କେବଳ ଖାଦ୍ୟ ପରିବେଷଣ କରୁ ନାହାନ୍ତି, ଗ୍ରାହକମାନଙ୍କ…

୧୯୦ ମିଲିୟନ୍‌ ଡଲାର୍‌ ଡିଜିଟାଲ୍‌ ମୁଦ୍ରା ଆକାଉଣ୍ଟ୍‌ର ପାସ୍‌ଓ୍ଵାର୍ଡ ଜାଣିଥିବା କାନଡୀୟ ଡିଜିଟାଲ୍‌ ମୁଦ୍ରା ଫାର୍ମର ସିଇଓଙ୍କର ଭାରତରେ ମୃତ୍ୟୁ

269 Viewsଓ୍ଵାସିଂଟନ୍‌: ନିବେଶକମାନଙ୍କର ୧୯୦ ମିଲିୟନ୍‌ ଡଲାର୍‌ କ୍ରିପ୍ଟୋକରେନ୍‌ସି ବା ଡିଜିଟାଲ୍‌ ମୁଦ୍ରା ଥିବା ଆକାଉଣ୍ଟଗୁଡ଼ିକର ପାସ୍‌ଓ୍ଵାର୍ଡ ଜାଣିଥିବା କାନଡୀୟ କ୍ରିପ୍ଟୋକରେନ୍‌ସି ଫାର୍ମର ଜଣେ…

ପ୍ରାକ୍‌-ସ୍ବାଧୀନତା କାଳର ନିର୍ବାଚନ ଓ ନେହେରୁ ପରିବାର

279 Viewsନେହେରୁଙ୍କ ସ୍ବରାଜ ଦଳ ପୂର୍ବଥର ଭଳି ଏଥର ମଧ୍ୟ ସବାର୍ଧିକ ୩୮ଟି ଆସନ ପାଇଥିଲା। ତେବେ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ଜାତୀୟତାବାଦୀ…

ଏସ୍‌-ପି-ବିଏସପି ମେଣ୍ଟରେ ରାଷ୍ଟ୍ରୀୟ ଲୋକ ଦଳ ସାମିଲ୍‌

232 Viewsଲକ୍ଷ୍ନୌ : ଉତ୍ତର ପ୍ରଦେଶର ଏସ୍‌-ପି-ବିଏସପି ମେଣ୍ଟରେ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) କୁ ସାମିଲ କରାଯିବା ନେଇ ସମାଜବାଦୀ ପାର୍ଟି ସୁପ୍ରିମୋ…

ଶ୍ରେୟା ଇନ୍‌ଫ୍ରା‌ଷ୍ଟ୍ରକଚର୍‌ ନିର୍ଦେଶକ ଗିରଫ

220 Viewsଭୁବନେଶ୍ବର : ଫ୍ଲାଟ୍‌ ଦେବା ନାଁରେ ୫କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଶ୍ରେୟା ଇନ୍‌ଫ୍ରା‌ଷ୍ଟ୍ରକଚର୍‌ ସର୍ଭିସ୍‌ ଲିମିଟେଡ୍‌ର…

ଗୋବରୀରେ ଡଙ୍ଗା ବୁଡ଼ିଲା, ଅଳ୍ପକେ ବର୍ତ୍ତିଲେ ୧୭ ଯାତ୍ରୀ

259 Viewsକେନ୍ଦ୍ରାପଡ଼ା/ମହାକାଳପଡ଼ା : ଜାନୁଆରି ୨ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ନିପାଣିଆ ଡଙ୍ଗାବୁଡ଼ି ଘଟଣାରେ ୧୦ ଜଣଙ୍କ ପ୍ରାଣ ଯାଇଥିଲା। ଏହି…