ଦୁର୍ଗମ ଗାଁରେ ପହଁଞ୍ଚି ପାରୁନି ଆମ୍ବୁଲାନ୍ସ, ୫ କିମି ଭାରରେ ପ୍ରସୂତିକୁ ବୋହିଲେ ଆଶା ଦିଦି ଓ ୧୦୮ ଡ୍ରାଇଭର। ନିର୍ବାଚନ ସମୟ ଆସିଲେ କେବଳ ଫଟୋ ଉଠାଇବାକୁ ଆସୁଛନ୍ତି ସ୍ଥାନୀୟ ବିଧାୟକ — ଗ୍ରାମବାସୀ
155 Viewsମାଲକାନଗିରି ଭଳି ଘଞ୍ଚ ପାହାଡ ଘେରା ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ସ୍ବାସ୍ଥ୍ୟ ସେବାର ହୃଦୟ ବିଦାରକ ଚିତ୍ର।ବିଗତ ଦିନରେ…