Sat. Mar 7th, 2026
267 Views

ବୌଦ୍ଧ : ଦୁଇ ଦଫା ଦାବି ନେଇ ୧୨ ଘଣ୍ଟିଆ ବୌଦ୍ଧ ଜିଲ୍ଲା ବନ୍ଦ ଡାକରା ଦେଇଛି ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ କ୍ଷତିଗ୍ରସ୍ତ ପ୍ରଜା ସଂଗ୍ରାମ ସମିତି। ଫଳରେ ବ୍ରିଜ୍‌ ଛକରୁ ସମସ୍ତ ବଡ଼ ଯାନବାହନ ଚଳାଚଳ ବନ୍ଦ ରହିଛି।

ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ଜମି ମାଲିକ ଅର୍ଥାତ୍‌ କୃଷକଙ୍କୁ ସାମ୍ପ୍ରତିକ ବଜାର ଦର ଆଧାରରେ ମୂଲ୍ୟ ଦେବା ଏବଂ କ୍ଷୟକ୍ଷତି ମାମଲାର ବିଚାର ପାଇଁ ପ୍ରତି ମାସରେ ବୌଦ୍ଧରେ କ୍ୟାମ୍ପ କୋର୍ଟ ଖୋଲିବାକୁ ସମିତି ପକ୍ଷରୁ ଦାବି କରାଯାଇଛି।

By amfnews

Related Post