123 Views
ଭୁବନେଶ୍ୱର, ସେପ୍ଟେମ୍ବର ୨୮: କେନ୍ଦ୍ର ସରକାରଙ୍କ ଦ୍ୱାରା ଦେଶବ୍ୟାପୀ ଚାଲିଥିବା ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ସାମିଲ ହୋଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସାମିଲ ହୋଇଛନ୍ତି । ରାଜଧାନୀ ଭୁବନେଶ୍ୱରର ସିଟି ବସ ଡିପୋରେ ରାଜ୍ୟପାଳ ଝାଡୁ କରିଛନ୍ତି । ସେ ଏହି କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଭାବରେ ସାମିଲ ହେବା ସହ ସ୍ୱଚ୍ଛତା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପୋଲିସ କମିଶନର ଓ ମେୟରଙ୍କୁ ପରାମର୍ଶ ଦେଇଛନ୍ତି ।