Fri. Mar 6th, 2026

ସମସ୍ତଙ୍କ ଅଭିଳାଷ ପୂରଣ କାମନା କରି ଜନତାଙ୍କୁ ନବବର୍ଷର ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

221 Views

ନୂଆଦିଲ୍ଲୀ: ବୁଧବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରି ଦେଶବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ନବବର୍ଷ ଜନତାଙ୍କ ଜୀବନରେ ଆନନ୍ଦ ଓ ସମୃଦ୍ଧି ଆଣୁ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ସେ ଟୁଇଟ୍‌ କରିଛନ୍ତି: ୨୦୨୦ ଆନନ୍ଦମୟ ହେଉ! ଏ ବର୍ଷ ଆନନ୍ଦ ଓ ସମୃଦ୍ଧି ଭରା ହେଉ। ସମସ୍ତେ ସୁସ୍ଥ ରୁହନ୍ତୁ ଏବଂ ସମସ୍ତଙ୍କ ଅଭିଳାଷ ପୂରଣ ହେଉ। ୨୦୨୦ ବର୍ଷ ଉପଲକ୍ଷେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

Narendra Modi

@narendramodi

May this year be filled with joy and prosperity. May everyone be healthy and may everyone’s aspirations be fulfilled.

आप सभी को साल 2020 की हार्दिक शुभकामनाएं।

ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କର ଶୁଭମନାସୀ ଥିଲେ। ସେ ଆଶାବ୍ୟକ୍ତ କରିଥିଲେ କି, ନବବର୍ଷ ଭାରତକୁ ପରିବର୍ତ୍ତନ କରାଇବାରେ ଜନଶକ୍ତିର ଧାରା ବଜାୟ ରଖୁ ଏବଂ ନାଗରିକମାନଙ୍କର ଜୀବନକୁ ସଶକ୍ତ କରୁ।

ମଙ୍ଗଳବାର ଦିନ ସେ ଟୁଇଟ୍‌ କରିଥିଲେ: ଭାରତ ପାଇଁ ୨୦୧୯ ଥିଲା ଚମତ୍କାର ବର୍ଷ। କେବେ ହେଲେ ବଦଳି ପାରିବ ନାହିଁ ବୋଲି ଭାବିଥିବା କଥାକୁ ଆମେ ବଦଳାଇ ପାରିଛନ୍ତି। ଅସମ୍ଭବ ମନେ ହେଉଥିବା କଥାକୁ ସମ୍ଭବ କରିଛନ୍ତି।

By amfnews

Related Post