Tue. Mar 10th, 2026

ମହିଳାଙ୍କୁ ଗଳାକାଟି ହତ୍ୟା

189 Views

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଲଚ୍ଛିପୁର ଫାଣ୍ଡି ଅନ୍ତର୍ଗତ ରାଏପାଲି ଗାଁରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଛି। ମୃତ ମହିଳାଙ୍କ ନାଁ ଲକ୍ଷ୍ମୀ ବାରିକ(୫୦)।

attack

ଆଜି ସକାଳେ ଲକ୍ଷ୍ମୀ ତାଙ୍କ ଘର ବାରିପଟେ ବାସନ ମାଜୁଥିବା ବେଳେ କେହି ଦୁର୍ବୃତ୍ତ ପଛପଟୁ ଆସି ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଗଳାକାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ଲଚ୍ଛିପୁର ଫାଣ୍ଡି ଅଧିକାରୀ ଏବଂ ଡୁଙ୍ଗୁରପାଲି ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

By amfnews

Related Post