Sat. Mar 7th, 2026

ବହୁ ଆଗରେ ଚାଲିଛି ବିଜେଡି

203 Views

ଭୁବନେଶ୍ୱର : ରାଜ୍ୟରେ ଲୋକସଭା ଓ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଜାରି ରହିଛି। ଦିନ ୧୨ଟା ସୁଦ୍ଧା ଉଭୟ ଆସନରେ ବିଜେଡି ଆଗରେ ରହିଥିବା ବିଜେପି ତା’ ପଛରେ ରହିଛି। ଅନ୍ୟପକ୍ଷରେ କଂଗ୍ରେସ ଏମାନଙ୍କ ପଛରେ ରହିଛି।

ସାଢ଼େ ୧୨ଟା ସୁଦ୍ଧା ୧୪ଟି ଲୋକସଭା ଆସନରେ ବିଜେଡି ଆଗୁଆ ଥିବାବେଳେ ବିଜେପି ୭ଟି ଆସନରେ ଆଗୁଆ ରହିଛି। ଅନ୍ୟପକ୍ଷରେ କଂଗ୍ରେସ କୌଣସି ଆସନରେ ଆଗରେ ନାହିଁ।

ସେହିପରି ବିଧାନସଭା ନିର୍ବାଚନରେ ବିଜେଡି ୧୦୧ଟି ଆସରେ ଆଗୁଆ ଚାଲିଥିବା ବେଳେ ବିଜେପି ୨୯ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୧୩ଟି ଆସନରେ ଆଗୁଆ ରହିଛି। ଅନ୍ୟାନ୍ୟ ଦଳ ୩ଟି ଆସନ ଆଗରେ ରହିଛି।

By amfnews

Related Post