187 Views
ନୂଆଦିଲ୍ଳୀ: ରାଜନୀତିରେ ଖେଳୁଆଡ୍ ମନୋଭାବ ଦେଖାଇଲେ ପ୍ରିୟଙ୍କା ଗାନ୍ଧୀ। ସାଧାରଣ ର୍ନିବାଚନକୁ ନେଇ ନେତା-ନେତାଙ୍କ ମଧ୍ୟରେ ଆକ୍ଷେପ ଓ ଆରୋପ୍ ଲାଗି ରହିଥିବା ବେଳେ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ।