Sat. Mar 7th, 2026

ନାଳରେ ଭାସୁଛି ସଦ୍ୟଜାତ ମୃତ ଶିଶୁକନ୍ୟା

219 Views

କେନ୍ଦ୍ରାପଡ଼ା  : ଗୋଟାଏ ସଦ୍ୟଜାତ ମୃତ ଶିଶୁକନ୍ୟା ସ୍ଥାନୀୟ ହଜାରି ବଗିଚା ନିକଟ ନାଳରେ ଭାସୁଥିବାର ରବିବାର ସକାଳେ ସ୍ଥାନୀୟ ଲୋକେ ଦେଖିଛନ୍ତି। ଘଟଣାସ୍ଥଳରେ ବହୁତ ଲୋକ ରୁଣ୍ଡ ହୋଇଛନ୍ତି। କୌଣସି ଘରୋଇ ନର୍ସିଂହୋମ୍‌ରେ ଜନ୍ମିତ ପିଲାଟିକୁ କେହି ଫିଙ୍ଗିଦେଇଥିବା ଆଲୋଚନା ହେଉଛି।
ଏ ପର୍ଯ୍ୟନ୍ତ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାହିଁ।

By amfnews

Related Post