Tue. Mar 10th, 2026

ଆତଙ୍କବାଦୀଙ୍କ ଗୁଳିରେ ଓଡ଼ିଆ ଯବାନ ସହିଦ

266 Views

ଢେଙ୍କାନାଳ :  ଜମ୍ମୁ ଓ କଶ୍ମୀରର ଅନନ୍ତନାଗରେ ଏନ୍‌କାଉଣ୍ଟରରେ ଜଣେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ଯବାନଙ୍କ ନାଁ ଅଜିତ ସାହୁ। ତାଙ୍କ ଘର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ବଡ଼ସୁଆଳ ଗାଁରେ।  ଆତଙ୍କବାଦୀଙ୍କ ସହ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ସେ ସହିଦ ହୋଇଥିବା ଆର୍ମୀ କ୍ୟାମ୍ପରୁ ତାଙ୍କ ପରିବାରକୁ ଫୋନ୍ ଆସିଥିବା ଜଣାପଡ଼ିଛି। ଆଜି ରାତିରେ ତାଙ୍କ ମରଶରୀର ପହଞ୍ଚିବ। ଅଜିତ ୨୦୧୫ ମସିହାରେ ସେନାରେ ଯୋଗ ଦେଇଥିଲେ।

 

By amfnews

Related Post