ନୂଆଦିଲ୍ଲୀ : ବିଜେପିର ବରିଷ୍ଠ ନେତା ଅରୁଣ ଜେଟ୍ଲୀଙ୍କର ଶନିବାର ଦେହାନ୍ତ ଘଟିବା ପରେ ତାଙ୍କ ପରିବାରବର୍ଗଙ୍କୁ ଶାନ୍ତ୍ୱନା ଦେବାକୁ ଜେଟଲୀଙ୍କ ବାସଭବନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜେଟ୍ଲୀ ପରଲୋକ ବେଳେ ମୋଦୀ ଫ୍ରାନ୍ସରେ ଥିବା ହେତୁ ତାଙ୍କ ଅନ୍ତିମ ସଂସ୍କାର ବେଳେ ଉପସ୍ଥିତ ହୋଇପାରି ନଥିଲେ। ଆଜି ସେ ୩ ଦିନିଆ ବିଦେଶ ଗସ୍ତରୁ ଫେରିବା ପରେ ତାଙ୍କ ପରିବାରବର୍ଗଙ୍କୁ ଭେଟି ଶାନ୍ତ୍ୱନା ଦେଇଛନ୍ତି।
PM was in France when former Union minister Arun Jaitley died at Delhi’s AIIMS hospital on Saturday.https://t.co/ccl1dvls5u
— India Today (@IndiaToday) August 27, 2019
Prime Minister @narendramodi meets the family of late former finance minister #ArunJaitley at his residence.
Jaitley died at the All India Institute of Medical Sciences (AIIMS) on August 24, where he had been under critical care since August 9.
Prime Minister @narendramodi arrives at the residence of late former finance minister #ArunJaitley to pay his last tributes
(Pics: ANI)
Delhi: Union Home Minister Amit Shah arrives at the residence of late #ArunJaitley. Prime Minister Narendra Modi will also visit the residence of Arun Jaitley at 11 am to pay tributes to him and extend condolences to the bereaved family.
Picture Credit: ANI
ଉଲ୍ଲେଖଯୋଗ୍ୟ, ବହୁ ଦିନ ହେବ ଅସୁସ୍ଥ ଥିବା ଥିବା ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଦିଲ୍ଲୀର ଏମ୍ସରେ ଚିକିତ୍ସିତ ହେଉଥିଲେ। ଶେଷରେ ଶନିବାର ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ବିଜେପିର ବହୁ ବରିଷ୍ଠ ନେତା ତାଙ୍କ ନିକଟରେ ଉପସ୍ଥିତ ହୋଇଥିଲେ ବି ଦେଶ ବାହାରେ ଥିବା କାରଣରୁ ପ୍ରଧାନମନ୍ତ୍ରୀ ମୋଦୀ ଉପସ୍ଥିତ ହୋଇପାରି ନଥିଲେ।