Fri. Mar 6th, 2026

ମାଓବାଦୀଙ୍କ ସମସ୍ତ ଯୋଜନା ପଣ୍ଡ , ୧୦ କିଲୋ ଓଜନର ଲ୍ୟାଣ୍ଡମାଇନ୍ସ ନିଷ୍କ୍ରିୟ କଲେ ସିଆରପିଏଫ ଯବାନ

405 Views

ଛତିଶଗଡ , ଏପ୍ରିଲ 13 : ମାଓବାଦୀଙ୍କ ସମସ୍ତ ଯୋଜନା ପଣ୍ଡ କଲେ ସିଆରପିଏଫ ଯବାନ । ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାରେ ବିଛାଯାଇଥିବା ଦଶ କିଲୋ ଓଜନର ଲ୍ୟାଣ୍ଡ ମାଇନ୍ସକୁ ନିଷ୍କ୍ରିୟ କଲେ ଯବାନ ।

ଯବାନ ଙ୍କୁ ଟାର୍ଗେଟ କରି ରାସ୍ତା କଡରେ ମାଓବାଦୀମାନେ ବିଛାଇଥିଲେ ଲ୍ୟାଣ୍ଡ ମାଇନ୍ସ । ମାଓ ପ୍ରବଣ ଅଞ୍ଚଳ ମିନପା ଠାରୁ ବୁର୍କାପାଲ ପର‌୍ୟ୍ୟନ୍ତ ଚାଲିଥିବା ରାସ୍ତା କାମରେ ସୁରକ୍ଷା ଦାୟିତ୍ବରେ ନିୟୋଜିତ ଥିବା ସମୟରେ ଯବାନଙ୍କୁ ଟାର୍ଗେଟ କରି ନକ୍ସଲମାନେ ଆଜି ସକାଳେ ଏହି ଲ୍ୟାଣ୍ଡମାଇନ ଲଗାଇଥିଲେ। ଲ୍ୟାଣ୍ଡମାଇନ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରି ଏହାକୁ ଠାବ କରିଥିଲେ ଯବାନ ।

By amfnews

Related Post