Mon. Nov 25th, 2024

ମଶାବତୀ ଯୋଗୁ ୬ ଛାତ୍ରୀ ଅସୁସ୍ଥ

By amfnews Dec 20, 2019 #Featured
92 Views

ନିଆଳି : କଟକ ଜିଲ୍ଲା ଅଡ଼ଶପୁର ଉଦୟନାଥ କଲେଜ ହଷ୍ଟେଲରେ ମଶାବତୀ ପ୍ରଭାବରେ ୬ଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ତୁରନ୍ତ ଅସୁସ୍ଥ ଛାତ୍ରୀମାନଙ୍କୁ ଅଡ଼ଶପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଜଣେ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଅନ୍ୟଜଣଙ୍କ ଚିକିତ୍ସା ଅଡ଼ପୁର ମେଡିକାଲରେ ଚାଲିଥିବା ବେଳେ ୪ଜଣ ସୁସ୍ଥ ହେବାରୁ ମେଡିକାଲରୁ ଡିସଚାର୍ଜ କରାଯାଇଛି।

By amfnews

Related Post