222 Views
ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ଓ ଫ୍ରାନ୍ସ ବାୟୁସେନାର ଲଢ଼ୁଆ ବିମାନ ପାଇଲଟମାନଙ୍କୁ ନେଇ ଫ୍ରାନ୍ସ ଠାରେ ଗରୁଡ଼-୬ ନାମରେ ଉଭୟ ଦେଶର ମିଳିତ ସାମରିକ ସମରାଭ୍ୟାସ ଆରମ୍ଭ ହୋଇଛି। ଏହି ସାମରିକ ସମରାଭ୍ୟାସ କାଳରେ ଭାରତୀୟ ବାୟୁସେନାର ପାଇଲଟମାନେ ଫ୍ରାନ୍ସର ସର୍ବାଧୁନିକ ଲଢ଼ୁଆ ଉଡ଼ାଉ ଥିବାବେଳେ ଫ୍ରାନ୍ସ ବାୟୁସେନାର ପାଇଲଟମାନେ ଭାରତୀୟ ବାୟୁସେନାର ଲଢ଼ୁଆ ବିମାନ ସୁଖୋଇ-୩୦କୁ ଉଡ଼ାଉଛନ୍ତି।