Sat. Mar 7th, 2026

ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଓଲିଉଡର ସୁପରଷ୍ଟାର ବାବୁସାନ୍‌!

462 Views

ଏ ତିନିଜଣଙ୍କ ଭିତରୁ କାହାକୁ ସେ ନିଜର ଜୀବନସାଥୀ କରିବେ,ତା’କୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ବାବୁସାନ୍‌। ବାବୁସାନ୍‌ କିନ୍ତୁ ଅବଶେଷରେ ସେହି ତିନିଜଣଙ୍କ ଭିତରୁ ଜଣଙ୍କ ମଥାରେ ସିନ୍ଦୁର ଦେଇ ଘରକୁ ନେଉଛନ୍ତି। ଏହା ହେଉଛି ବାବୁସାନ୍‌ଙ୍କ ଏକ ନୂଆ ଫିଲ୍ମ ହେଲା ‘ମିଷ୍ଟର ମଜନୁ’ର କାହାଣୀ। ‘ମିଷ୍ଟର ମଜନୁ’ର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ଅଶୋକ ପତି। ଏହାର ସଙ୍ଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମଦାର , ଡ଼ ନିର୍ମଳ ନାୟକ ସଂଳାପକାର। ଆଗାମୀ ଦଶହରା ଅବସରରେ ଏହି ସିନେମା ରିଲିଜ୍‌ ହେବ ବୋଲି ଜଣାଯାଇଛି।

By amfnews

Related Post