Sat. Mar 7th, 2026

ଦରଭଙ୍ଗା-କୋଲ୍‌କାତା ଏକ୍ସ୍‍ପ୍ରେସ୍‌ର ୩ ବଗି ଲାଇନ୍‌ଚ୍ୟୁତ

238 Views

ନୂଆଦିଲ୍ଲୀ: ଶୁକ୍ରବାର ସକାଳେ ବିହାରରେ ଦରଭଙ୍ଗା-କୋଲ୍‌କାତା ଏକ୍ସପ୍ରେସ୍‌ର ୩ଟି ବଗି ଲାଇନ୍‌ଚ୍ୟୁତ ହୋଇଛି।

ରାଜ୍ୟ ରାଜଧାନୀ ପାଟନା ଠାରୁ ପ୍ରାୟ ୧୪୦ କିଲୋମିଟର ଦୂର ଦରଭଙ୍ଗା ଅଞ୍ଚଳରେ ଥିବା ଏକ ରେଳବାଇ କ୍ରସିଙ୍ଗ୍‌ ନିକଟରେ ଦୁର୍ଘଟନା ଘଟିଛି। କେହି ମୃତାହତ ହୋଇଥିବାର ଖବର ହଠାତ୍‌ ଆସି ପାରି ନାହିଁ। ପରିସ୍ଥିତି ଅନୁଧ୍ୟାନ କରିବାକୁ ରେଳବାଇ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇଛନ୍ତି।

By amfnews

Related Post