Sat. Mar 7th, 2026

ଚମ୍ପୁଆ ବିଧାନସଭା ଆସନରୁ ବିଜେଡି ବିଧାୟିକା ପ୍ରାର୍ଥୀ ଶ୍ରୀମତୀ ମୀନାକ୍ଷି ଅମାନ୍ତ

402 Views

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବିଧାନସଭା ଆସନରୁ ବିଜେଡି ବିଧାୟିକା ପ୍ରାର୍ଥୀ ଭାବେ ଶ୍ରୀମତୀ ମୀନାକ୍ଷି ଅମାନ୍ତ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଗୁରୁବାର ଦିନ ବିଜୁଜନତା ଦଳର ଅଧ୍ୟକ୍ଷ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।

ବିଜେଡିର ରାଜ୍ୟ ସଚିବ ବିଜୟ ନାୟକ ଗଣମାଧ୍ୟମ ଲାଗି ଏ କଥା ଘୋଷଣା କରିଛନ୍ତି।

By amfnews

Related Post