Tue. Dec 24th, 2024

ଗୋଟିଏ ଦିନରେ ଦେଶରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ଟପିଲା

By amfnews Jul 3, 2020 #Featured
157 Views

ନୂଆଦିଲ୍ଲୀ: ଜୁଲାଇ ୩ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୬୨୫୫୪୪ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୩୭୯୮୯୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୧୮୨୧୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୨୦,୯୦୩ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୨୭୪୩୯ ରହିଛି। ସମଗ୍ର ଦେଶର ୨୪ ଘଣ୍ଟା ମଧ୍ୟରେ ୩୭୯ ଜଣଙ୍କର ମୃତ୍ୟୁ ଘଟିଛି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୧୯୮ ଜଣ, ଅରୁଣାଚଳ ପ୍ରଦେଶରେ ୧ଜଣ, ଆସାମରେ ୧୨ ଜଣ, ବିହାରରେ ୭୭ ଜଣ, ଚଣ୍ଡିଗଡ଼ରେ ୬ ଜଣ, ଛତିଶଗଡ଼ରେ ୧୪ ଜଣ, ଦିଲ୍ଲୀରେ ୨୮୬୪ ଜଣ, ଗୋଆରେ ୪ ଜଣ, ଗୁଜରାଟରେ ୧୮୮୬ ଜଣ, ହରିୟାଣାରେ ୨୫୧ ଜଣ, ହିମାଚଳ ପ୍ରଦେଶରେ ୧୦ ଜଣ, ଜମ୍ମୁ ଓ କଶ୍ମୀରରେ ୧୧୫ ଜଣ, ଝାଡ଼ଖଣ୍ଡରେ ୧୫ ଜଣ, କର୍ଣ୍ଣାଟକରେ ୨୭୨ ଜଣ, କେରଳରେ ୨୫ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୫୮୯ ଜଣ, ମହାରାଷ୍ଟ୍ରରେ ୮୧୭୮ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୨୭ ଜଣ, ପୁଦ୍ଦୁଚେରୀରେ ୧୨ ଜଣ, ପଞ୍ଜାବରେ ୧୫୨ ଜଣ, ରାଜସ୍ଥାନରେ ୪୩୦ ଜଣ, ତାମିଲନାଡୁରେ ୧୩୨୧ ଜଣ, ତେଲେଙ୍ଗାନାରେ ୨୭୫ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୨ ଜଣ, ଉତ୍ତରପ୍ରଦେଶରେ ୭୩୫ ଜଣ ଏବଂ ପଶ୍ଚମବଙ୍ଗରେ ୬୯୯ ଜଣ ।

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୧୦୯), ଆନ୍ଧ୍ରପ୍ରଦେଶ (୧୬୦୯୭), ଅରୁଣାଚଳ ପ୍ରଦେଶ (୧୯୫), ଆସାମ (୯୦୧୩), ବିହାର (୧୦୪୭୧), ଚଣ୍ଡିଗଡ଼ (୪୫୦), ଛତିଶଗଡ଼ (୩୦୧୩), ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ (୨୩୦) ଜଣ, ଦିଲ୍ଲୀ (୯୨୧୭୫), ଗୋଆ (୧୪୮୨), ଗୁଜରାଟ (୩୩୯୧୩), ହରିୟାଣା (୧୫୫୦୯), ହିମାଚଳ ପ୍ରଦେଶ (୧୦୧୪), ଜମ୍ମୁ ଓ କଶ୍ମୀର (୭୮୪୯), ଝାଡ଼ଖଣ୍ଡ (୨୫୮୪) କର୍ଣ୍ଣାଟକ (୧୮୦୧୬), କେରଳ (୪୭୫୩), ଲଦାଖ (୯୯୦), ମଧ୍ୟପ୍ରଦେଶ (୧୪୧୦୬), ମହାରାଷ୍ଟ୍ର (୧୮୬୬୨୬), ମଣିପୁର (୧୨୭୯), ମେଘାଳୟ (୫୬), ମିଜୋରାମ (୧୬୨), ନାଗାଲାଣ୍ଡ (୫୦୧),  ଓଡ଼ିଶା (୭୫୪୫), ପୁଦ୍ଦୁଚେରୀ (୮୦୨), ପଞ୍ଜାବ (୫୭୮୪), ରାଜସ୍ଥାନ (୧୮୬୬୨), ସିକିମ୍ (୧୦୨), ତାମିଲନାଡୁ (୯୮୩୯୨), ତେଲେଙ୍ଗାନା (୧୮୫୭୦), ତ୍ରିପୁରା (୧୪୩୫), ଉତ୍ତରାଖଣ୍ଡ (୨୯୮୪), ଉତ୍ତରପ୍ରଦେଶ (୨୪୮୨୫) ଓ ପଶ୍ଚିମବଙ୍ଗ (୧୯୮୧୯) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୫୧), ଆନ୍ଧ୍ରପ୍ରଦେଶ (୭୩୧୩), ଅରୁଣାଚଳ ପ୍ରଦେଶ (୬୬), ଆସାମ (୬୧୦୬), ବିହାର (୮୦୨୦), ଚଣ୍ଡିଗଡ଼ (୩୮୯), ଛତିଶଗଡ଼ (୨୩୮୫), ଦାଦର ନଗର ହାୱେଲି (୮୯), ଦିଲ୍ଲୀ (୬୩୦୦୭), ଗୋଆ (୭୩୪), ଗୁଜରାଟ (୨୪୫୯୩), ହରିୟାଣା (୧୧୦୧୯), ହିମାଚଳ ପ୍ରଦେଶ (୬୨୮), ଜମ୍ମୁ ଓ କଶ୍ମୀର (୪୯୭୪), ଝାଡ଼ଖଣ୍ଡ (୧୯୮୩), କର୍ଣ୍ଣାଟକ (୮୩୩୪), କେରଳ (୨୬୪୦), ଲଦାଖ (୭୩୦), ମଧ୍ୟପ୍ରଦେଶ (୧୦୮୧୫), ମହାରାଷ୍ଟ୍ର (୧୦୧୧୭୨), ମଣିପୁର (୬୧୭), ମେଘାଳୟ (୪୨), ମିଜୋରାମ (୧୨୬) ନାଗାଲାଣ୍ଡ୍ (୧୮୨), ଓଡ଼ିଶା (୫୫୦୨), ପୁଦ୍ଦୁଚେରୀ (୩୩୧), ପଞ୍ଜାବ (୪୧୪୪), ରାଜସ୍ଥାନ (୧୪୯୪୮), ସିକିମ୍ (୫୩), ତାମିଲନାଡୁ (୫୬୦୨୧), ତେଲେଙ୍ଗାନା (୯୦୬୯), ତ୍ରିପୁରା (୧୧୪୬), ଉତ୍ତରାଖଣ୍ଡ (୨୪୦୫), ଉତ୍ତରପ୍ରଦେଶ (୧୭୨୨୧) ଓ ପଶ୍ଚିମବଙ୍ଗ (୧୩୦୩୭) ।““““““““

By amfnews

Related Post