Sat. Mar 7th, 2026

୬ ଦଫା ଦାବି ନେଇଁ ଧାରଣା……

349 Views

ଆଜି ଭୁବନେଶ୍ୱର ପିଏମଜି ଠାରେ କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ଏନଏଚଏମ କର୍ମଚାରୀମାନେ ଧାରଣା ଦେଇଛନ୍ତି| ସମସ୍ତ କର୍ମଚାରୀ ଭୁବନେଶ୍ୱରରେ ଧାରଣା ପାଈଁ ଯାଇ ଥିବାବେଳେ କାର୍ଯ୍ୟାଳୟରେ  କାର୍ଯ୍ୟ  ବାଧାପ୍ରାପ୍ତ ହୋଇଛି| ସେମିଲିଗୁଡା ସ୍ଥାନୀୟ ଲୋକୋ ବହୁତ ଅସୁବିଧାର ସାମନା କରୁଛନ୍ତି| କର୍ମଚାରୀଙ୍କ ଦାବି ଗୁଡିକ ହେଲା;  ସ୍ଥାୟୀ ନିଯୁକ୍ତି, ପି ଆଇ  ସ୍କିମ ଉଛେଦ, ଘରଭଡା ଭତା, ୭ମ ବେତନ ତୁରନ୍ତ ଲାଗୁ  କରାଯାଉ| ରାଜ୍ୟ ସଭାପତି ରବୀନ୍ଦ୍ର ଜେନା, ସମ୍ପାଦକ ଧନେଶ୍ୱର ସ୍ୱାଇଁ ଉକ୍ତ ଧାରଣାରେ ଯୋଗ ଦେଇଥିଲେ |

By amfnews

Related Post