Sat. Mar 7th, 2026

୫ ରାଜ୍ୟର ବିଧାନସଭା ନିର୍ବାଚନ ଉପରେ ମୁଖ୍ୟମନ୍ତ୍ରୀ ନବୀନ କହିଲେ- ଚାଷୀଙ୍କୁ ଅବହେଳା କରିଥିବାରୁ ବିଜେପି ତା’ର ପରିଣାମ ପାଇଛି

382 Views

View image on Twitter

ANI

@ANI

କଂଗ୍ରେସକୁ ଶୁଭେଚ୍ଛା ଜଣାଇ ନବୀନ କହିଛନ୍ତି, ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କୃଷକଙ୍କ ଉନ୍ନତି ପାଇଁ ଦୃଷ୍ଟାନ୍ତମୂଳକ କାମ କରି ନାହିଁ। ତେଣୁ ବିଜେପିକୁ ପରିଣାମ ଭୋଗିବାକୁ ପଡ଼ିଛି। ବିଧାନସଭା ନିର୍ବାଚନରେ ପରାଜିତ ହେବାର ଅନ୍ୟତମ କାରଣ ହେଲା ଯେ, ବିଜେପି ସ୍ୱାମୀନାଥନ କମିସନକୁ ସୁପାରିଶ କରି ନାହିଁ। ନବୀନ କହିଛନ୍ତି, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଠାରୁ ବିଜେଡି ସମଦୂରତା ରକ୍ଷା କରିଛି।

By amfnews

Related Post