Thu. Mar 12th, 2026
148 Views

ଭୁବନେଶ୍ୱର : ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିବା ବେଳେ ଏଥିରେ ୫ ପ୍ରସ୍ତାବକୁ କ୍ୟାବିନେଟ ମୋହର ମିଳିଛି। ବଜେଟ୍ ଅଧିବେଶନକୁ ଦୃଷ୍ଟିରେ ରଖି ଅନ୍ୟ କିଛି ଘୋଷଣା ମଧ୍ୟ ହୋଇପାରେ ବୋଲି ଆଲୋଚନା ଜୋର୍‌ ଧରିଛି।  ଆଜି ସକାଳ ୯ଟା ୪୫ ମିନିଟ୍‌ରୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏନେଇ ଅଧିକ ସୂଚନା ହସ୍ତଗତ ହୋଇପାରି ନାହିଁ।

By amfnews

Related Post