110 Views
୨ ହଜାର ଟଙ୍କା ଲାନ୍ଚ ନେବା ବେଳେ ଭିଜିସାନ୍ସ ଜାଲ ରେ ପଡିଲେ କେନ୍ଦୁଝର ସଦର ଥାନାର ଲାନ୍ଚୁଆ ଥାନା ବାବୁ ଗୋ÷÷ତମ ଦାଶ । ଡିସେମ୍ବର ୨୦୧୭ ମସିହାର ଏକ ସ୍କର୍ପିଓ ଓ ଏକ ମୋଟର ସାଇକେଲ ଆକ୍ସିଡେନ୍ଟ କେଶ ରେ ମୋଟର ସାଇକେଲ ଟିକୁ ଛାଡିବାକୁ ଲାନ୍ଚୁଆ ଥାନା ବାବୁ ମୋଟର ସାଇକେଲ ମାଲିକ ହୃଦାନନ୍ଦ ମହାନ୍ତ ଙ୍କ ଠାରୁ ପ୍ରଥମେ ୪ ହଜାର ଟଙ୍କା ମାଗିଥିଲେ । ପରେ ମୁଲଚାଲ ହୋଇ ୨ ହଜାର ଟଙ୍କା ରେ କଥା ଛିଡିଥିଲା । ଆଜି ଲାନ୍ଚୁା ଥଆନା ବାବୁ ୨ ହଜାର ଟଙ୍କା ଲାନ୍ଚ ନେଉଥଇବା ବେଳଏ ଭିଜିଲାନ୍ସ ବିଭାଗ ଜାଲ ବିଛାଇ ତାଙ୍କୁ ରଙ୍ଗେହାତ ଧରିଛି । ଏହା ସହ ତାଙଅକର ଅଫଇସ ଓ ରହୁଥଇବା ସ୍ଥଆନରେ ଛାପା ମାରିଛି ଓ ତଲାସି ଚାଲିଛଇ ।