Sat. Mar 7th, 2026

୧୨ଟି ବୁଥ୍‌ରେ ସାନି ମତଦାନ ପାଇଁ ନିର୍ବାଚନ କମିସନ୍‌ଙ୍କୁ ସୁପାରିସ

313 Views

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ୍‌ ଗ୍ରହଣ ସରିଥିବା ୧୧ଟି ବୁଥ୍‌ରେ ସାନି ମତଦାନ ପାଇଁ ନିର୍ବାଚନ କମିସନ୍‌ଙ୍କୁ ସୁପାରିସ କରାଯାଇଛି।

ବଡ଼ମ୍ବା ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୧୯୬ ଝଜିଆ ୟୁଜିଏମ୍‌ଇ ସ୍କୁଲ୍‌, ଦେବଗଡ଼ ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୧୮୩ ସିଆରିଆ ପ୍ରାଇମେରି ସ୍କୁଲ୍‌, ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୨୨୨ କମାସାଶନ୨ ଏବଂ ବୁଥ୍‌ ନମ୍ବର ୬୨ ଗାଦିବ୍ରହ୍ମ ପ୍ରାଇମେରି ସ୍କୁଲ୍‌, ବାଘମୁଣ୍ଡା, ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୭୮ବାହାଦଳପୁର ନୋଡାଲ୍‌ ୟୁପି ସ୍କୁଲ୍‌, ବୀରକେଶରପୁର, ତାଳଚେର ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୮୫ ଜନ୍ଦାବାହଲ, ଆଠଗଡ଼ ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୯୦ ଖୁଣ୍ଟକଟା ପ୍ରାଇମେରି ସ୍କୁଲ୍‌, ବୁଥ୍‌ ନମ୍ବର ୧୦୦ ସାଥିଲୋ ବାସୁଦେବପୁର ୟୁଜିଏମ୍‌ଇ ସ୍କୁଲ୍‌, ବୁଥ୍‌ ନମ୍ବର ୧୩୭ ଓ ୧୩୮ ରାଜନଗର ୟୁଜିଏମ୍‌ୟୁ ସ୍କୁଲ୍‌, କେନ୍ଦ୍ରୀୟ ଭୁବନେଶ୍ୱରର ବୁଥ୍‌ ନମ୍ବର ୧୨୭ ସହିଦ ନଗର ହାଇସ୍କୁଲ୍‌ ଏବଂ ଘସିପୁରା ନିର୍ବାଚନ ମଣ୍ଡଳୀର ବୁଥ୍‌ ନମ୍ବର ୧୨୭ ଭୁଲନୂଆଗାଁ।

By amfnews

Related Post