Sat. Mar 7th, 2026

୧ରୁ ଆରମ୍ଭ ହେଉଛି ଫ୍ଲିପକାର୍ଟର ବିଗ ଦିଓ୍ଵାଲୀ ସେଲ , ଇନଫିନିକ୍ସର ଏହି ସ୍ମାର୍ଟଫୋନଟି ମାତ୍ର ୯୯୯୯ ଟଙ୍କାରେ ମିଳିବ

265 Views

ନୂଆଦିଲ୍ଲୀ, ଅକ୍ଟୋବର ୩୦  : ସ୍ମାର୍ଟଫୋନ୍‌ ବ୍ରାଣ୍ଡ୍‌ ଇନଫିନିକ୍ସର ହଟ୍‌ ଏସ୍‌-୩-ଏକ୍ସ ସେଲଫି ସ୍ମାର୍ଟଫୋନ୍‌ ଦିୱାଲୀ ଅବସରରେ ‘ ବିଗ୍‌ ଦ୍ୱିୱାଲୀ ସେଲ୍‌‘ରେ ଫ୍ଲିପକାର୍ଟରେ ୨୦୧୮ ନଭେମ୍ବର ୧ ତାରିଖଠାରୁ ୫ ନଭେମ୍ବର ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହା ୧୦ ହଜାର ଟଙ୍କା ମୂଲ୍ୟ ବର୍ଗରେ ଉପଲବ୍ଧ ହେଉଛି। ନୂଆ ବ୍ଲୁ , ସ୍ୟାଣ୍ଡ୍‌ ଷ୍ଟୋନ୍‌ ବ୍ଲାକ୍‌ ଏବଂ ଟ୍ରେଡ୍‌ ୱିଣ୍ଡ୍‌ ଗ୍ରେ ରଙ୍ଗରେ ଉପଲବ୍ଧ ହେଉଛି। ଏହାର ମୂଲ୍ୟ ୯୯୯୯ ଟଙ୍କା ରହିଛି। ଏଥିରେ ୧୬ଏମ୍‌ପି ସେଲଫି କ୍ୟାମେରା ସହିତ ଡୁଆଲ୍‌ ସଫ୍ଟ ଫ୍ଲାଶ୍‌ ଲାଇଟ୍‌ ରହିଛି। ଏଥିରେ ଫୁଲ୍‌ ଭିୟୁ ସେଲଫି ମୋଡ୍‌, ୧୩ ଏମ୍‌ପି ଏବଂ ୨ ଏମପି ପଛ କ୍ୟାମେରା,୧୯:୯ ଡିସପ୍ଲେ ରେସିଓ, ୬.୨ ଇଞ୍ଚ ଏଚଡି ପ୍ଲସ୍‌ ଡିସପ୍ଲେ, ୪୦୦୦ ଏମଏଏଚ ବ୍ୟାଟେରୀ ବୈଶିଷ୍ଟ୍ୟ ରହିଛି। ଏଥିରେ ୧୬ ଏମ୍‌ପି ସେଲଫି କ୍ୟାମେରା, ଏଆଇ ବିୟୁଟି ୨୫୫ ଫେସିଆଲ୍‌ ପଏଣ୍ଟ, ଏଆଇ ବୋଖେ ମୋଡ୍‌ ଆଦି ରହିଛି। ଏଥିରେ ୧୩ ଏମ୍‌ପି ଏବଂ ୨ ଏମପି ପଛ କ୍ୟାମେରା,ଡୁଆଲ୍‌ ସଫ୍ଟ ଫ୍ଲାଶ୍‌ ଲାଇଟ୍‌ ରହିଛି। ଏଥିରେ ଫୁଲ୍‌ ଭିୟୁ ସେଲଫି ମୋଡ୍‌, ୧୯:୯ ଡିସପ୍ଲେ ରେସିଓ, ୬.୨ ଇଞ୍ଚ ଏଚଡି ପ୍ଲସ୍‌ ଡିସପ୍ଲେ, ୧୫୦୦x୭୨୦ ପିକ୍ସଲେ, ୫୦୦ ନିଟ୍‌ ବ୍ରାଇଟ୍‌ନେଶ୍‌, ୮୬ ପ୍ରତିଶତ ସ୍କ୍ରିନ୍‌ ବଡି ଅନୁପାତ ଆଦି ରହିଛି। ଏଥିରେ ଦୁଇଦିନ ଧରି କାର୍ଯ୍ୟ କରୁଥିବା ୪୦୦୦ ଏମଏଏଚ ବ୍ୟାଟେରୀ ବୈଶିଷ୍ଟ୍ୟ ରହିଛି। ଏହି ସ୍ମାର୍ଟଫୋନ୍‌ରେ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୪୩୦, ଅକ୍ଟାକୋର୍‌ ୬୪ ବିଟ୍‌ ପ୍ରୋସେସର, ଆଡରେନୋ ୫୦୫ ଜିପିୟୁ ୩ଜିବି ରମ୍‌, ୩୨ ଜିବି ରମ୍‌ଆଣ୍ଡ୍ରଏଡ୍‌ ଓରିଓ ୮.୧ ପ୍ଲସ୍‌ ଏକ୍ସଓଏ୍‌-୩.୦ ୟୁଜର ଇଣ୍ଟରଫେସ, ଫିଙ୍ଗର ପ୍ରିଣ୍ଟ ସେନସର୍‌ ଆଦି ବୈଶିଷ୍ଟ୍ୟ ରହିଛି।

By amfnews

Related Post