125 Views
ଗତ କିଛି ଦିନ ହବ ହାଲ ସହରାଞ୍ଚଳରେ ଚୋରଙ୍କର ଉପଦରଭା ଦେଖିବାକୁ ମିଳିଛି | ଗତ ୨୯ ତାରିଖ ରେ ଵି ଜୋନ ସ୍ତିତ ସାଇ ମନ୍ଦିରରୁ ହୁଣ୍ଡି ଭାଙ୍ଗି ପ୍ରାୟ ୫୦ ହଜାର ତାଙ୍କର ଲୂଟ କରିଥିଲେ କିଛି ଦୁର୍ବୁତ୍ତ ମାନେ, ଆଜି ଫୁଣି ହାଲ ସହରାଞ୍ଚଳରେ ଏଉ ଜୋନ ମନ୍ଦିରରୁ ଲୂଟ ହୋଇଚି | ଏଉ ଜୋନ ର ମା ମଙ୍ଗଳା ମନ୍ଦିର, ହନୁମାନ ମନ୍ଦିର ଓ ରାଧା କୃଷ୍ଣ ମନ୍ଦିରରୁ ମନ୍ଦିର ଗେଟ ତାଲା ଭାଙ୍ଗି ତିନଟି ମନ୍ଦିର ହୁଣ୍ଡୀ ଲୂଟ କରି ନେଇଛନ୍ତି ଦୁର୍ବୁତ୍ତ | ୪ ମାସ ବିତିଯାଇଥିଲେ ମଧ୍ୟ ମନ୍ଦିର ହୁଣ୍ଡୀ ଖୋଲା ନହୋଇଥିବା ବେଳେ ପ୍ରାୟ ୪୦ ହଜାରରୁ ଉର୍ଧ ଟଙ୍କା ଥିବାର ସ୍ପଷ୍ଟ କରିଛନ୍ତି ମନ୍ଦିର କତୃପକ୍ଷ | ଏ ପରି ଚୋରିକୁ ନେଇ ସାଧାରଣରେ ନିନ୍ଦା କରାଯାଇଛି | ଦୁର୍ବୁତାଙ୍କ ଏକ ପ୍ରକାର ହାଲ ସୁରକ୍ଷା ଵିଭାଗ କୁ ଖୋଲା ଚାଲେଞ୍ଜ ବୋଲି ଜଣାପଡିଛି |