Sat. Mar 7th, 2026

ସିଲ୍‌ ହେବ ୨୯ଟି କଲ୍ୟାଣ ମଣ୍ଡପ

197 Views

ଭୁବନେଶ୍ୱର : ବେଆଇନ ନିର୍ମାଣ ଯୋଗୁ  ଭୁବନେଶ୍ୱରରେ କେବଳ ୨୯ଟି କଲ୍ୟାଣ ମଣ୍ଡପ ସିଲ୍ ହେବ। ନର୍ଥ ଜୋନ୍‌ରେ ଥିବା ୨୯ଟି କଲ୍ୟାଣ ମଣ୍ଡପ ସିଲ୍‌ ପାଇଁ ବିଏମ୍‌ସି ନୋଟିସ୍‌ ଜାରି କରିଛି।

ଏହି ସବୁ ମଣ୍ଡପଗୁଡ଼ିକର ଟ୍ରେଡ୍ ଲାଇସେନ୍ସ, ହୋଲ୍ଡିଂ ଟ୍ୟାକ୍ସ, ବିଲ୍ଡିଂ ପ୍ଲାନ, ଆବର୍ଜନା ପରିଚାଳନା ବ୍ୟବସ୍ଥା ନଥିବା ସୂଚନା ମିଳିଛି। ମଣ୍ଡପ ସିଲ୍ ପାଇଁ ବିଡିଏ-ବିଏସ୍‌ସିର ଯୁଗ୍ନ ଏନଫୋର୍ସମେଣ୍ଟ ସ୍କାର୍ଡ ଗଠନ କରାଯାଇଛି।

By amfnews

Related Post