Sat. Mar 7th, 2026

‘ଶ୍ରୀମନ୍ଦିର ସଂସ୍କାର ମାମଲାରେ ପକ୍ଷଭୁକ୍ତ ହୋଇ ପାରିବେନି ଶଙ୍କରାଚାର୍ଯ୍ୟ’

269 Views

ନୂଆଦିଲ୍ଲୀ: ଶ୍ରୀମନ୍ଦିର ସଂସ୍କାର ମାମଲାରେ ପକ୍ଷଭୁକ୍ତ ହୋଇ ପାରିବେନି ପୁରୀ ଶଙ୍କରାଚାର୍ଯ୍ୟ ଜଗଦଗୁରୁ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ। ଏ ନେଇ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଛନ୍ତି ସୁପ୍ରିମକୋର୍ଟ।  କୋର୍ଟ କହିଛନ୍ତି, ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇପାରିବେ କିନ୍ତୁ ପକ୍ଷଭୁକ୍ତ ହୋଇ ପାରିବେନି। ଏହାସହ ମାମଲାର ଶୁଣାଣିକୁ ସୁପ୍ରିମକୋର୍ଟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷର ଓକିଲ ଶ୍ୱେତକେତୁ ମିଶ୍ର ସୂଚନା ଦେଇଛନ୍ତି।

By amfnews

Related Post