108 Views
ଶୀତ ଋତୁରେ ଯଦି ଆପଣ ସୁସ୍ଥ ରହିବାକୁ ଚାହାଁନ୍ତି,ତେବେ କେତେକ ନିର୍ଦ୍ଦିଷ୍ଟ କଥା ପ୍ରତି ଧ୍ୟାନ ଦିଅନ୍ତୁ।
୧-ସନ୍ତୁଳିତ ଆହାର:- ଖାଦ୍ୟରେ ପ୍ରୋଟିନ୍ ,ଫାଇଭର ଓ ତରଳ ପଦାର୍ଥର ଯଥେଷ୍ଟ ଆବଶ୍ୟକ ଥାଏ। ଏଣୁ ଏସବୁ ଗୁଣ ଥିବା ଖାଦ୍ୟ ସେବନ ଉପରେ ଗୁରୁତ୍ୱ ଦିଅନ୍ତୁ।
୩- ଘର ଭିତରେ କପଡ଼ା ଶୁଖାନ୍ତୁ ନାହିଁ। ଏପରି କରିଲେ,ସେହି ଶୁଖିଲା କପଡ଼ାକୁ ପିନ୍ଧିଲେ,ତାହା ତ୍ୱଚାର ଅନିଷ୍ଟ କରିଥାଏ। ଠିକ୍ ସେପରି ଆଜ୍ମା ଭଳି ସମସ୍ୟା ମଧ୍ୟ ଉପୁଜିପାରେ।
୪- ଶୀତ ଋତୁରେ ଅଧିକ ମାତ୍ରାରେ କୋଲ୍ଡ-କ୍ରିମ୍ ନ ଲଗାଇବା ଭଲ। ଅଧିକ କ୍ରିମ୍ ଲଗାଇଲେ ତ୍ୱଚାର କ୍ଷତି ହୋଇଥାଏ।
୫- ଶୀତ ଋତୁରେ ପ୍ରତିଦିନ ବ୍ୟାୟାମ କରିବା ଉଚିତ। ଯଦି ବ୍ୟାୟାମକୁ ଆଳସ୍ୟ ହେତୁ ଛାଡି ଦିଅନ୍ତି,ତେବେ ହରମୋନ୍ ଅସନ୍ତୁଳନର ଶିକାର ହୋଇପାରନ୍ତି।