ପ୍ରଶାନ୍ତ ମହାସାଗର କୂଳରେ ଅବସ୍ଥିତ ପପୁଆ ନ୍ରୁ୍ୟ ଗିନିର ଏକ ବିମାନ ଗୁରୁବାର ଏପରି ଏକ ଘଟଣାର ଶିକାର ହେଲା ଯାହାକୁ ଦେଖି କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ମାଇକ୍ରୋନେସିଆରେ ଏକ ଏୟାରପୋର୍ଟରେ ଲ୍ୟାଣ୍ଡ କରିବା ବେଳେ ରନୱେ ଉପରେ ଦୌଡୁଥିଲା । ଏତିକି ବେଳେ ଫ୍ଲାଇଟଟି ନିୟନ୍ତ୍ରଣ ହରାଇ । ପାଖରେ ଥିବା ସମୁଦ୍ରମଧ୍ୟକୁ ପଶିଯାଇଥିଲା । ଫ୍ଲେନ ରନୱେରୁ ପ୍ରାୟ ୧୬୦ ମିଟର ଆଗକୁ ଚାଲିଯାଥିଲା
ଏହି ପ୍ଲେନରେ ପାଖାପାଖି ୩୬ ଯାତ୍ରୀ ଓ ୧୧ ମମ୍ବର ଯାତ୍ରା କରୁଥିାଲ । ସ୍ଥାନୀୟ ଅଧିକାରୀମାନେ ଏହି ଘଟଣାରେ ଏହା ସ୍ପଷ୍ଟ ହୋଇଛଇ ଯେ, ହୋଇଛି ଯେ, ଏହା ଏୟାର ନ୍ୟୁଗିନ ବିମାନ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।
ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ , ବିମାନକୁ ସକାଳ ପ୍ରାୟ ୯.୩୦ ରେ ଲ୍ୟାଣ୍ଡ କରିବାର ଥିଲା । ଯେତବେଳେ ସେ ଲ୍ୟାଣ୍ଡ କରୁଥିଲା । ସେତବେଳେ ରନୱେ ଉପରେ ଅଟକି ନଥିଲା ସିଧା ଚାଲିଥିଲା । ବିମାନଟି ସିଧା ଯାଇ ସମୁଦ୍ର ଭିତରେ ଅଟକି ଥିଲା । ଏହି ସମୟରେସମସ୍ତ ଯାତ୍ରୀ ଫ୍ଲାଇଟରେ ଉପସ୍ଥିତ ଥିଲେ ।
ଏହି ଘଟଣା ମାଇକ୍ରୋନେସିଆ ଅଂଚଳରେ ହୋଇଛି । ଏଥିରେ ଥିବା ସମସ୍ତଯାତ୍ରୀଙ୍କୁ ଚିକିସା ପାଇଁ ନିକଟସ୍ତ ହସ୍ପିଟାଲକୁ ପଠାଯାଇଛି । ସମସ୍ତ ଯାତ୍ରୀ ସୁସ୍ଥ ଅଛନ୍ତି ।