Thu. Nov 7th, 2024

ଲାଞ୍ଚ ନେଉଥିଲେ, ଧରାପଡ଼ିଲେ

By amfnews Jul 22, 2019 #Featured
70 Views

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ସହରପଡ଼ା ବ୍ଲକ୍‌ ଜେଇ ବିଭୁତି ଭୂଷଣ ପ୍ରଧାନ ଆଜି  ୭ ହଜାର ପାଞ୍ଚଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଏହାପରେ ତାଙ୍କ ସରକାରୀ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ ପୈତୃକ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମଲାରପଦା କମ୍ପ୍ୟୁନିଟି ସେଣ୍ଟର ଉନ୍ନତିକରଣ କାମର ବିଲ୍ କରିବା ପାଇଁ  ହେମନ୍ତ ମହାନ୍ତ ନାମକ ଜଣେ ଠିକାଦାରଙ୍କଠାରୁ ସେ ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ।

 

By amfnews

Related Post