680 Views
ରାଜ୍ୟଗୋଷ୍ଠୀ କ୍ରୀଡାର ନବମ ଦିନରେ ଭାରତର ପ୍ରଦର୍ଶନ ଆରମ୍ଭରୁ ଭଲ ରହିଛି । ହରିୟାଣାର ୧୫ ବର୍ଷୀୟ ଅନୀଶ ଭାନବାଲା ପୁରୁଷ ବର୍ଗର ୨୫ ମିଟର ରୈପିଡ୍ ଫାୟାର ପିସ୍ତଲ ରାଉଣ୍ଡରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଅନୀଶ ଏହି ପଦକ ଜିତିବା ପରେ ଭାରତ ଖାତାରେ ୧୬ଟି ସ୍ୱର୍ଣ୍ଣ ପଦକ ସାମିଲ ହୋଇଛି । ଏହି ରାଉଣ୍ଡରେ ଅଷ୍ଟ୍ରେଲିଆର ସଜଇ ଇୱଗ୍ଲେୱସ୍କି ରୌପ୍ୟ ପଦକ ଜିତିଥିବା ବେଳେ ଇଂଲଣ୍ଡର ସୈମ ଗୋବିନ ବ୍ରୋଂଚ ପଦକ ଜିତିଛନ୍ତି ।