Wed. Mar 11th, 2026

ରାଉରକେଲା: ଯୁବକଙ୍କ ମୁଣ୍ଡ ପିଟି ହତ୍ୟା

193 Views

ସାରନଗରୀ  : ରବିବାର ରାତିରେ ସାରନଗରୀ ନିକଟସ୍ଥ ଟାଙ୍ଗରପାଲିର ସମରା ବସ୍ତିରେ ଜଣେ ଯୁବକଙ୍କ ମୁଣ୍ଡକୁ ପିଟି ହତ୍ୟା କରାଯାଇଛି। ନିହତ ଯୁବକ ହେଉଛନ୍ତି ସୁଶୀଳ ଓରାମ। କୌଣସି ଅଜ୍ଞାତ ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ପିଟି ହତ୍ୟା କରିଛି ବୋଲି ଅନୁମାନ କରାଯାଉଛି। ତାଙ୍କୁ ହତ୍ୟା କରାଯିବାର କାରଣ ଜଣାପଡ଼ି ନାହିଁ। ଟାଙ୍ଗରପାଲି ଓ ଆଇଡିଏଲ୍‌ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post