Sat. Mar 7th, 2026

ମୁମ୍ବାଇ ଉପକୂଳରେ ବୁଡ଼ି ଗଲା ମହାରାଷ୍ଟ୍ର ମୁଖ୍ୟ ଶାସନ ସଚିବଙ୍କୁ ନେଇ ଯାଉଥିବା ଡଙ୍ଗା; ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

407 Views

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟ ଶାସନ ସଚିବଙ୍କୁ ଧରି ଯାଉଥିବା ଏକ ଯାତ୍ରୀବାହୀ ଡଙ୍ଗା ଆଜି (ବୁଧବାର) ଅପରାହ୍ଣରେ ମୁମ୍ବାଇ ଉପକୂଳର ଶିବାଜୀ ସମରକ୍‌ ଠାରେ ବୁଡ଼ି ଯାଇଥିବା ଜାଣିବାକୁ ମିଳିଛି। ସମୁଦ୍ରରେ ବୁଡ଼ି ଯାଇଥିବା ଡ଼ଙ୍ଗାଟି ମହାରାଷ୍ଟ୍ର ସରକାରଙ୍କର ବୋଲି ଜଣାପଡ଼ିଛି। ଘଟଣା ସଂପର୍କରେ ଖବର ମିଳିବା ମାତ୍ରେ ତଟରକ୍ଷୀ ବାହିନୀର ଜାହାଜ ଓ ହେଲିକପ୍ଟର ସହ ଯବାନମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

By amfnews

Related Post