167 Views
ରାଉରକେଲା, ୩ା୧୨ (): ଜଗଦା ଗୋପାଳଟୋଲି ବିର୍ସାମୁଣ୍ଡା ହାଇସ୍କୁଲରେ ରୋଟାରୀ କ୍ଲବ ଅଫ ରାଉରକେଲା ଷ୍ଟିଲ ସିଟି ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି । ଡ. ବି. ରାଓ ଯୋଗଦେଇ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ଚକ୍ଷୁ ପରୀକ୍ଷା ପରିଥିଲେ । ସୁଷମା, ରବୀନ୍ଦ୍ର ରାୱେଲେ, ରାଜେନ୍ଦ୍ର ପ୍ରସାଦ, ସୁସ୍ମିତା ମହାପାତ୍ର, ଅର୍ଚ୍ଚନା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ଆଇନଜୀବୀ କୈଳାସ ପ୍ରଧାନ ଶିବିରରେ ସ୍ୱେଚ୍ଛାସେବୀଙ୍କୁ ଉତ୍ସାହିତ କରିଥିଲେ ।