Sun. Jun 8th, 2025

ମହିଳାଙ୍କୁ ମାରିଦେଲା ହାତୀ

By amfnews Aug 1, 2019 #Fetured
386 Views

ଅନଗୁଳ: ଗୁରୁବାର ବଡ଼ି ସକାଳୁ ହଣ୍ଡପା ଥାନା ଅଧୀନ ପ୍ରତାପପୁର ଗାଁ’ରେ ଜଣେ ମହିଳାଙ୍କୁ ଗୋଟାଏ ହାତୀ ମାରି ପକାଇଛି। ମୃତା ମହିଳାଙ୍କ ନାମ ମଞ୍ଜୁଲତା ସାହୁ। ସକାଳୁ ମଞ୍ଜୁଲତା ଘର ଓଳାଉଥିବା ସମୟରେ ଗୋଟାଏ ବଣୁଆ ହାତୀ ତାଙ୍କୁ ଉଠାଇ ନେଇ କଚାଡ଼ି ମାରି ପକାଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସ୍ଥାନୀୟ ଲୋକେ ଉତ୍ତେଜକ ପରିସ୍ଥିତି ସୃଷ୍ଟି କରିଛନ୍ତି। କ୍ଷତିପୂରଣ ଦାବି କରି ସେମାନେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି।

By amfnews

Related Post